Yearly Archives

2022

ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳା ନିକଟ ମୁହାଣ ପାଖରୁ କିଛି ଦୂରରେ ଶନିବାର ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଛି । ଡ଼ଙ୍ଗା ଓଲଟିବା ଫଳରେ ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ପାଣୀକୁ ଖସି ପଡ଼ିଥିଲେ । ସେମାନେ ନିଜେ ନିଜକୁ ଉଦ୍ଧାର କରି ସେହି ଡ଼ଙ୍ଗାକୁ ଠିକ୍‌ କାି ପୁଣି ସେଥିରେ
Read More...

ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ : ସ୍ଥିତି ପରଖିଲେ ଅଗ୍ନିଶମ ସେବା ଡିଜି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ । ଏଥିପାଇଁ ସଜେଇ ହେଉଛି ଷ୍ଟାଡିୟମ । ବିଭିନ୍ନ ପ୍ରକାର ପ୍ରସ୍ତୁତି କାମ ଆଗେଇ ଚାଲିଛି । ଦର୍ଶକଙ୍କ ବସିବାଠାରୁ ଆରମ୍ଭ କରି ଖେଳାଳିଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରବାସ ସଂଗଠନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଦୂର୍ଗା ମନ୍ଦିର ସାମନାରେ ବିଜେପି ମହିଳା ପ୍ରତିନିଧିମାନଙ୍କ ଦ୍ଵାରା ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଜେପି ମହିଲା ମୋର୍ଚ୍ଚାର କର୍ମୀମାନଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା ଜ୍ଞାପନ
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଚଳିତ ଶତାବ୍ଦୀର ବଡ ଦୁର୍ଘଟଣା : କେଆର୍‌ଏସ୍‌ଏସ୍‌

ହାଇକୋର୍ଟ ଆନ୍ଦୋଳନରେ ସାମିଲଥିବା ଆଇନଜୀବୀ, ବୁଦ୍ଧିଜୀବୀ ସ୍ୱତନ୍ତ୍ର ରାଜ୍ୟଦାବୀ ଆନ୍ଦୋଳନକୁ ଆସନ୍ତୁ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଳାଞ୍ଚଳ ଦୀର୍ଘବର୍ଷ ହେଲା ଅବହେଳାର ଶୀକାର ହୋଇଛି । ଦୀର୍ଘ ୭୫ ବର୍ଷର ଦାବୀ ଓ ୩ ଦଶନ୍ଧୀର ଆନ୍ଦୋଳନ ପରେ ମଧ୍ୟ ଆମକୁ ଅଣଦେଖା କରାଯାଇଛି । ଏବେ
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛାତ୍ର ଜୀବନର ପ୍ରତିମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବାଦୌ ବାଂଛନୀୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ୍‌ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ
Read More...

ଚାଷ ସରିଲା ପରେ ଏଲ୍‌ଆଇ ପଏଣ୍ଟରୁ ବିଦ୍ୟୁତ କାଟ କରିବାକୁ ଦାବୀ ସତ୍ତ୍ୱେ ବିଲ୍ ଆସୁଥିବା ଚାଷୀଙ୍କ ଅଭିଯୋଗ : ବିଦ୍ୟୁତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବିଜାଡିହୀ ଗ୍ରାମର ହରିବୋଲ ସାହୁ, ଅକ୍ଷୟ ସାହୁ ଓ ଚତୁର୍ଭୁଜ ସାହୁ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ହରିବୋଲ ସାହୁ, ଅକ୍ଷୟ କୁମାର ସାହୁ ଓ ଚତୁର୍ଭୁଜ ସାହୁ ବିଜାଡିହୀ ଉଠା ଜଳସେଚନ ପ୍ରକଳ୍ପର ଜଣେ ଜଣେ
Read More...

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ
Read More...

୨୦୨୫ ସୁଦ୍ଧା ଭାରତ ବର୍ଷରେ ସମ୍ପୂର୍ଣ୍ଣ ଟିବି ମୁକ୍ତ ସମାଜ ଗଠନ ଦିଗରେ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ

ଛତ୍ରପୁର ମୁଖ୍ୟ ଚିକିତ୍ସାଳୟରେ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ଓ ଔଷଧ ବିତରଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ ଅଭିଯାନ ଏକ ନିଆରା ପ୍ରୟାସ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଟିବି
Read More...

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

ମା' ମଙ୍ଗଳା ପୀଠର ହେବ ଉନ୍ନତିକରଣପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital କାମ ଜୁନ ୨୦୨୩ ସୁଦ୍ଧା ଶେଷ ହେବକୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର,
Read More...

ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ, କହିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ । ଏଣୁ ଉତ୍ତମ ବୌଦ୍ଧିକ ପ୍ରତିପୋଷଣ ଦେଇ ସେମାନଙ୍କୁ ଗଢି ତୋଳିବା ପିତାମାତା ତଥା ଗୁରୁଜନଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବରେ
Read More...