Yearly Archives

2022

ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଷ୍ଠ ଅନ୍ତଃସ୍ତରୀୟ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଖୁଜେନପାଲି ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବିଜ୍ଞାନ ମେଳାରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ସାହାଜବାହାଲର ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତଙ୍କୁ ଷଷ୍ଠ ବିଜ୍ଞାନ ଗାଇଡ ଶିକ୍ଷକ ଭାବେ
Read More...

ଜାମପାଲି ଗ୍ରାମରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

ଭଣ୍ଡାରପୁରୀ ଦଳ ଚାମ୍ପିୟନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ଜାମପାଲି ଖେଳ ପଡିଆଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଅବସର ନେବାର ୩ବର୍ଷ ବିତିଲା, ଶିକ୍ଷକଙ୍କୁ ମିଳିଲାନି ତାଙ୍କ ପେନ୍‌ସନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର । ଗୁରୁ ସମାଜର ସର୍ବାଗ୍ରେ ପୂଜ୍ୟ । ତୃଣମୂଳ ସ୍ତରରେ ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଅବର୍ଣ୍ଣନୀୟ ଅଟେ । ସେ କୋମଳମତି ଶିଶୁମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ
Read More...

ଧନୁଯାତ୍ରା ଏପ୍ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି 'ଆମର ବରଗଡ଼ ଧନୁଯାତ୍ରା' ଏପ୍‌କୁ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ
Read More...

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣି ଫେରିଛି କରୋନାର ଭୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ରହିବା ଦରକାର । ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ରାଜ୍ୟ ତଥା ସହରବାସୀଙ୍କୁ ଏହି
Read More...

ରୁଷ୍‌ର ସୀମାରେ ପ୍ରବେଶ କଲା ୟୁକ୍ରେନ, ରୁଷ୍‌ ଏୟାରବେସରେ ଦୁଇଟି ବଡ ବିସ୍ଫୋରଣ : ଡ୍ରୋନ୍ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ଦଶ ମାସ ପରେ ମଧ୍ୟ ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ମାତିଛନ୍ତି । ନିକଟରେ ରୁଷ ରାଷ୍ଟ୍ରପତି ପୁଟିନ ଯୁଦ୍ଧର ସମାପ୍ତି ବିଷୟରେ କହିଥିଲେ । ତା’ପରେ ଆମେରିକାରୁ ୟୁକ୍ରେନକୁ ଦେଶଭକ୍ତ କ୍ଷେପଣାସ୍ତ୍ର ପ୍ରତିଶୃତି ଦିଆଯାଇଥିଲା । ସେବେଠାରୁ ୟୁକ୍ରେନ ପୁଣି କାର୍ଯ୍ୟରେ ଲାଗିଛି ।
Read More...

ଚାଇନାରେ କରୋନା ସୁନାମି ଆସୁଛି, ୩ ମାସରେ ୯୦ କୋଟି ସଂକ୍ରମିତ ହେବେ, ବିଶେଷଜ୍ଞମାନଙ୍କ ଦାବୀ

ନୂଆଦିଲ୍ଲୀ : ଚାଇନାରେ କରୋନା ସଂକ୍ରମଣ ସୀମାପାର୍‌ ବୃଦ୍ଧି ପାଉଛି । ଆସନ୍ତା ତିନି ମାସ ମଧ୍ୟରେ ୯୦ କୋଟି ମାମଲା ସାମ୍ନାକୁ ଆସିବ ବୋଲି ବିଶେଷଜ୍ଞମାନେ ଦାବୀ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତି ଏପରି ଯେ, ଡାକ୍ତରଖାନାଗୁଡ଼ିକରେ ବେଡ଼୍‌ ନିଅଂଟ ହୋଇପଡ଼ିଛି । ଡାକ୍ତରଖାନାର ଡାକ୍ତରମାନେ
Read More...

ଜାପାନରେ ଘାତକ ତୁଷାରପାତ : ଅନେକ ଘରେ ବିଦ୍ୟୁତ୍ ନାହିିଁ, ୧୭ ମୃତ, ​​୯୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଜାପାନରେ ଚାଲିଥିବା ମାରାତ୍ମକ ତୁଷାରପାତରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତୁଷାରପାତ ଯୋଗୁଁ ଶହ ଶହ ଘର ବିଦ୍ୟୁତ ହରାଇଛନ୍ତି । ସୋମବାର ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି
Read More...

ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କଲା ଝିଅ, ବିବାହର ୨ ଘଣ୍ଟା ପରେ ମା’ର ଦେହାନ୍ତ

ଗୟା : ବିହାରର ଗୟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ନିଆରା ବିବାହ ଦେଖିବାକୁ ମିଳିଛି । ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କରିଛି ଝିଅ । କେବଳ ମା'ର ଶେଷ ଇଚ୍ଛା ପୂରଣ କରିବା ପାଇଁ ସାତ ଜୀବନ ପାଇଁ ଜଣକ ବରି ନେଇଛି ଝିଅ । ବର୍ତ୍ତମାନ ଏହି ବିବାହ ସମଗ୍ର ଅଞ୍ଚଳରେ ଆଲୋଚନା
Read More...

ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ପକ୍ଷରୁ ପେଲେସ ଲାଇନଠାରେ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମୀନା ଟେଣ୍ଟ ହାଉସ, ପେଲେସଲାଇନଠାରେ ମିନା ଟେଣ୍ଟଙ୍କ ସହଯୋଗ କ୍ରମେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁପିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଏକ ଅଣସଂକ୍ରମଣ
Read More...