ରାସ୍ତାକଡରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଗଛ : ସାଧାରଣରେ ଅସନ୍ତୋଷ
କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ସମ୍ମୁଖରେ ଏକ ଶୁଖିଲା ବୃକ୍ଷ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଉକ୍ତ ବୃକ୍ଷଟି ଯେକୌଣସି ସମୟରେ ମଧ୍ୟ ପଡିଯିବାର ସମ୍ଭାବନା ରହିଛି । ବିଭିନ୍ନ ଗାଁରୁ ଏହି!-->…
Read More...
Read More...