ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ କ୍ରାନ୍ତିବୀର ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ ୧୪୭ତମ ଜନ୍ମ ଦିବସ ବଲାଙ୍ଗିର ସହର ଓ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ପଂଚାୟତର ସୁର୍ଡା ଗ୍ରାମରେ ପାଳନ କରାଯାଇଛି । ଜିଲ୍ଲା ଆଦିବାସୀ!-->…
Read More...
Read More...