Yearly Archives

2022

ତୃତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ଡଙ୍ଗୁରିପଡା, କାଲିଘନା ଓ କାଲସାଏପାଲିକୁ ହରାଇ ଲୋଇସିଂହା ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ୍‌ ଏସୋସିଏସନ୍‌ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ତୃତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ସାଲେପାଲିର ଉତ୍ତମ କୁମାର ଗୁପ୍ତାଙ୍କ ପୁଅ ଅମ୍ରିତ କୁମାର ଗୁପ୍ତା(୧୨) ପ୍ରତିଦିନ
Read More...

ନଭେମ୍ବର ୧୮ରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ରେ ଉଦ୍‌ଘାଟନୀ ଅଭିଭାଷଣ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ
Read More...

୧୦ ନଂ ୱାର୍ଡ ଅନ୍ତର୍ଗତ ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ସହର ବିକାଶ ଆଡକୁ ଗତି କରୁଥିବା ବେଳେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ ପାର୍କଗୁଡିକ ନିର୍ମାଣ କରାଯାଉଛି । ତେବେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡର ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...

କନ୍ଧପାଲିପଡାର ପେପର ବୟେ ଚୁମନ ରାଓଙ୍କୁ ସାକ୍ଷାତ କଲେ ପୌରଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେବ ପେପର ବୟେ ଚୁମନ ରାଓଙ୍କ ବିଷୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି । ତେବେ ଏହି ଖବର ଶୁଣି ପୌରାଧ୍ୟକ୍ଷା ଗତ ତିନିରୁ ଚାରି ଦିନ ତଳେ ଚୁମନର କନ୍ଧପାଲି ପଡା ସ୍ଥିତ ଘରକୁ ଯାଇ ତା’ର ପରିବାର ସହ ସାକ୍ଷାତ କରି ବିଭିନ୍ନ ସମସ୍ୟାର ସମାଧାନ
Read More...

ଭାଗୀରଥୀ ଛକକୁ ପରିଦର୍ଶନ କଲେ ପୌରଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ସ୍ଥାନୀୟ ଭାଗୀରଥୀ ଛକ୍‌କୁ ପରିଦର୍ଶନ କରିଛନ୍ତି ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ଭାଗୀରଥୀ ଛକର ଠାରେ ଜନସାଧାରଣଙ୍କ ଅସୁବିଧାକୁ ଆଖି ଆଗରେ ରଖି ଷ୍ଟ୍ରିଟ୍‌ ଲାଇଟର ବ୍ୟବସ୍ଥା କରିବା ସହ
Read More...

ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର, କନକ ବର୍ଦ୍ଧନ ସିଂଦେଓ, ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ
Read More...

ସାନଖେମୁଣ୍ଡିରେ ଜାତୀୟ ପ୍ରେସ ଦିବସ ଧୁମ୍‌ଧାମ୍‌ରେ ପାଳିତ

ସାନଖେମୁଣ୍ଡି, (କେପିଏନ୍‌ଏସ୍‌) : ନଭେମ୍ବର ୧୬ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଠାରେ ପ୍ରେସ କ୍ଲବ୍‌ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ ସହ ଆମନ୍ତ୍ରିତ ଅଞ୍ଚଳ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ବରିଷ୍ଟ ବୁଦ୍ଧିଜୀବୀଙ୍କ ମିଳିତ ସମାବେଶର ଆୟୋଜନ
Read More...

ଭାଲୁମୁଣ୍ଡା ଗାଁରେ ୩୨ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖ ଦିନ ସ୍ଥାନୀୟ ବଡ଼ବନ୍ଧ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି ୩୫୧ କଳସ ଆଣି ନାମଯଜ୍ଞ ସ୍ଥାନରେ ସ୍ଥାପିତ କରାଯାଇଛି ।
Read More...

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

• ଫୁଲଗଛ ମୂଳରେ ଜଳ ଦେଇ ଏକ ନିଆରା ଢ଼ଙ୍ଗରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ହେଲା ଉନ୍ମୋଚନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ ଉଦ୍ଭିଦ ହିଁ ଜୀବନ” ଏଣୁ ଏକ ଫୁଲକୁଣ୍ଡରେ ଲାଗିଥିବା ଗଛମୂଳରେ ଜଳଦାନ କରି ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟଅତିଥିଙ୍କ ଦ୍ଵାରା
Read More...