Yearly Archives

2022

ଆସନ୍ତାକାଲି ବଲାଙ୍ଗିର ସହର ସମେତ ୫ଟି ଜାଗାରେ ହେବ ବିଦ୍ୟୁତ କାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲାଲଟିକିରା ଠାରେ ଥିବା ୧୩୨/୩୩ କେଭି ଗ୍ରୀଡର ବାର୍ଷିକ ମରାମତି ପାଇଁ ଆସନ୍ତାକାଲି ବଲାଙ୍ଗିର ସହର ସାରା ବିଦ୍ୟୁତ କାଟ ହେବାକୁ ଥିବା ବେଳେ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲିରେ ମଧ୍ୟ ସକାଳ ୮ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ୧୩ ଜଣ ପ୍ରାର୍ଥୀ ଭରିଲେ ନାମାଙ୍କନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଛନ୍ତି । ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷା ସିଂ ବରିହା ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ
Read More...

ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

• ଶିବିରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କଲେ ୧୦୦ରୁ ଅଧିକ ପେନସନଭୋଗୀ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ
Read More...

ସିଓପି ୨୭ରେ କ୍ଷୁଦ୍ର ଦ୍ୱୀପାଞ୍ଚଳ ବିକାଶଶୀଳ ରାଷ୍ଟ୍ର (ଏସ୍‌ଆଇଡିଏସ୍‌)ରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଢାଞ୍ଚାକୁ…

ମୁଖ୍ୟାଂଶ• ଦୀର୍ଘସ୍ଥାୟୀ ଦ୍ୱୀପାଞ୍ଚଳ ରାଷ୍ଟ୍ର ଗୁଡ଼ିକ ପାଇଁ ଭିତ୍ତିଭୂମି ଢାଞ୍ଚା (ଆଇଆର୍‌ଆଇଏସ୍‌)ର ଦୃଷ୍ଟିକୋଣ / ଭିଜନ୍ ହେଲା ଉପସ୍ଥାପିତ• ଆଇଆରଆଇଏସ୍ ଅଧୀନରେ ଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟାରମ୍ଭ (ରୋଲ ଆଉଟ୍‌) ପାଇଁ ପ୍ରଥମ ‘ପ୍ରସ୍ତାବ ପାଇଁ ଆହ୍ୱାନଘୋଷଣା କରା ଯାଇଥିଲା•
Read More...

ସହରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛକ ଠାରୁ ୧୦ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଲା ପୋଲିସ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଅପରାଧ ବଢିବାରେ ଲାଗିଲାଣି । ଏହାକୁ ନେଇ ଭୟଭୀତ ଏବେ ସହରବାସୀ । ତେବେ ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ସମସ୍ତେ ଏବେ ମଧ୍ୟପାନ ସେବନ କରିବାରେ ଲିପ୍ତ । ଏଥିପ୍ରତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଧ୍ୟାନ ଦେଇ
Read More...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ତିନିଦଳର ପ୍ରାର୍ଥୀଙ୍କ ସହ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ । ତାଙ୍କ ସାଥୀରେ ପିସିସି
Read More...

ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦଳୀୟ ସମର୍ଥକଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା ହେଲେ ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ । ଦଳୀୟ ନେତାଙ୍କ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଥିଲେ । ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ
Read More...

ଆଧାର ଅପଡେଟ୍ ପାଇଁ ଜରୁରୀ ସୂଚନା

ନୂଆଦିଲ୍ଲୀ, (ପିଆଇବି) : ବିଗତ ଦଶ(୧୦) ବର୍ଷ ମଧ୍ୟରେ ଆଧାର ସଂଖ୍ୟା ବ୍ୟକ୍ତିର ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି । ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି । ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର
Read More...

ମଦ ପିଇ ରାସ୍ତାରେ ଶିକ୍ଷକଙ୍କ ମାତାଲ ଭିଡିଓ ଭାଇରାଲ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକରେ କାର୍ଯ୍ୟରତ ଜଣେ ଶିକ୍ଷକ ସ୍କୁଲକୁ ଯାଉଥିବା ସମୟରେ ମଦ ପିଇ ରାସ୍ତାରେ ଗଡୁଥିବା ସହ କିଛି ଯୁବକ ଶିକ୍ଷକଙ୍କୁ ଉଠାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୂଚନା ଅନୁସାରେ ଶିକ୍ଷକ ଜଣକ ହେଲେ କେରବେଡା
Read More...

ମିଥ୍ୟା ବନାମ ସତ୍ୟ : ରାଜନୈତିକ ଚାପ କାରଣରୁ କୋଭାକ୍ସିନକୁ ନିୟାମକ ମଞ୍ଜୁରି ଦିଆଯିବା ନେଇ ଗଣମାଧ୍ୟମ ରିପୋର୍ଟରେ…

ଜରୁରିକାଳୀନ ଉପଯୋଗ ପାଇଁ କୋଭିଡ୍ – ୧୯ ଟୀକାକୁ ଗ୍ରହଣ କରିବା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ତଥା ନିର୍ଦ୍ଧାରିତ ନିୟମର ପାଳନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ସ୍ବଦେଶୀ କୋଭିଡ୍ -୧୯ ଟୀକା –
Read More...