Yearly Archives

2022

ଜିଲ୍ଲା ପ୍ରଶାସନ ଦ୍ୱାରା ଉଚବାହାଲଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉଚବାହାଲ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋୟର ସୁକୁତେଲ ସମ୍ବନ୍ଧରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ
Read More...

ନବ କଳେବରରେ ନିଯୋଗ ଓ ସେବାୟତମାନଙ୍କୁ ୮ କୋଟିରୁ ଅଧିକ ପାଉଣା

ଶ୍ରଦ୍ଧାଳୁଙ୍କୁ ରଥ ନ ଚଢିବା ବାବଦକୁ କ୍ଷତିପୂରଣ ଦିଆଯାଇଥିଲା ୨ କୋଟିରୁ ଅଧିକବିପୁଳ କ୍ଷତିପୂରଣ ରାଶି ସତ୍ୱେ ଶ୍ରଦ୍ଧାଳୁ ଚଢିଥିଲେ ରଥଶ୍ରୀମନ୍ଦିର ପରିଚାଳନାରେ ଆହୁରି ଶୃଙ୍ଖଳାର ଆବଶ୍ୟକତା ରହିଛି : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ କଳେବର ୨୦୧୫ ସମୟରେ ବିଭିନ୍ନ
Read More...

୪ର୍ଥ ବର୍ଷ ନବ ଦିନାତ୍ମକ ନବାହ ପାରାୟଣ ଉଦ୍‌ଯାପିତ

ବାରପୁଡୁଗିଆ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ତରଫରୁ ୪୦ଟି ପରିବାରକୁ ଶୀତବସ୍ତ୍ର ବଣ୍ଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ଠାରେ ୯ ଦିନ ବ୍ୟାପି ତୁଳସୀ ରାମାୟଣ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ଚତୁର୍ଥ ବର୍ଷ ହୋଇଥିବା ବେଳେ ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି ।
Read More...

ରାଉରକେଲାରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ରେଳ ଡିଭିଜନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱଗତ କରାଯାଇଛି । ଏଠାରେ ରେଳ ଡିଭିଜନ ହେଲେ କେବଳ ପଶ୍ଚିମାଞ୍ଚଳ କାହିଁକି, ରାଜ୍ୟର ସାମଗ୍ରୀକ ବିକାଶ ହୋଇପାରିବ ।
Read More...

ପ୍ରଭାକର ରଥ ସ୍ମୃତିରେ ମେଧା ବୃତ୍ତିର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ପାଳନ ସମିତି ତରଫରୁ 'ପ୍ରଭାକର ରଥ ମେଧା ବୃତ୍ତି ସମ୍ମାନ' ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ ବରିଷ୍ଠ ଶିକ୍ଷକ ଲଲାଟ କେଶରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର । ଏପରି ଏକ ଘଟଣା ଘଟିଛି କଣ୍ଟାବାଞ୍ଜିର ପୁଡାପଦରପଡାରେ । ସୂଚନା ଅନୁସାରେ ପୁଡାପଦରପଡାର ରୋହିତ ପୁଟେଲଙ୍କ ଘରେ କୌଣସି କାରଣରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଘର ଜଳିଯାଇଥିଲା ।
Read More...

ସିନାପାଲି ମହାବିଦ୍ୟାଳୟକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳର ସର୍ବପୁରାତନ ମହାବିଦ୍ୟାଳୟ ହେଉଛି ସିନାପାଲି ମହାବିଦ୍ୟାଳୟ । ଏଠାରେ ପ୍ରାୟ ଛଅ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଏହି ମହାବିଦ୍ୟାଳୟରେ ୧୩ ଜଣ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଥିବା
Read More...

ଗଣ୍ଡାବାହାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ଣ ୩ ଘଟିକାରେ ଚଳିତ ଶିକ୍ଷା ବର୍ଷ ୨୨-୨୩ର ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଅଧିନ ଲିଆଡ ସେକ୍ସନରେ ଜବତ ପଲଙ୍କ ଖଟକୁ ରିଲିଜ କରିବା ପାଇଁ ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନାପାଲି ରେଞ୍ଜ ଅନ୍ତର୍ଗତ ଲିଆଡ଼ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ
Read More...

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା : ପ୍ରତିଶୃତି ନୁହେଁ, କାର୍ଯ୍ୟକାରୀ ଦାବୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ମ.ରାମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆଜି ଛଅ ଦଫା ଦାବୀ ନେଇ ଏକ ଶୋଭାଯାତ୍ରା ସହିତ ଗଣଧାରଣା ଦେଇଥିବା ଜଣାଯାଇଛି । ମ.ରାମପୁର ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାପତି ପଞ୍ଜୁରୀ ସୁନା ଏବଂ
Read More...