Yearly Archives

2022

ବିଦ୍ରୋହୀ ଲୋକଦେବତା ଶୁଲିଆ ବୁଢ଼ା

ନବୀନ ବିଶ୍ୱବନ୍ଧୁ କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- 'ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର,
Read More...

ବିଜୁ ସେତୁ ନିର୍ମାଣ କାମରୁ ଲୁହା ରଡ୍ ଚୋରି ଅଭିଯୋଗ, ୪ ଗିରଫ

ନୂଆପଡ଼ା, (ନିରାକାର ମେହେର) : କୋମନା ଥାନା ଦରଲିପଡ଼ା ପଞ୍ଚାୟତ ଅଧୀନ ସିଲଟପାଣି ନିକଟ କୋଦୋଭଟା ନାଳରେ ଚାଲୁଥିବା ବିଜୁ ସେତୁ ନିର୍ମାଣ କାମର ୨୦ କ୍ବିଣ୍ଟାଲ ଲୁହାରଡ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କୋମନା ପୋଲିସ ତଦନ୍ତ କରି ଲୁହା ରଡ଼କୁ ଜବତ କରିବା ସହ ୪ ଜଣଙ୍କୁ
Read More...

ଲକ୍ଷାଧିକ ଟଙ୍କାର ଗୁଟଖା ଜବତ, ୧ ଗିରଫ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନରୁ ୮ ବସ୍ତା ଗୁଟଖା ଜବତ କରିଛି । ଏଥିସହ ଗାଡି ମାଲିକ ତଥା ଚାଳକ ନୀଳକଣ୍ଠ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନସ୍ଥ
Read More...

ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଭିଜନ କର୍ମକର୍ତ୍ତା

ନବରଙ୍ଗପୁର : ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି ଭିଜନ ନବରଙ୍ଗପୁରର କର୍ମକର୍ତ୍ତା । ଜିଲ୍ଲା ପରିଷଦ ସଭାପତି ମୋତି ରାମ ନାୟକଙ୍କ ସମେତ ଭିଜନର ଆବାହକ ବିରେନ୍ଦ୍ର ମୋହନ ନାୟକ, ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ଓ ଭବାନୀ ଶଙ୍କର
Read More...

ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍‌ ଟ୍ରଫିକୁ ଭବ୍ୟ ସ୍ୱାଗତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍‌ ଟ୍ରଫିକୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା ।
Read More...

ବିଖ୍ୟାତ ବଲିଉଡ଼୍‌ କଣ୍ଠଶିଳ୍ପୀ ଅରମାନ ମଲ୍ଲିକଙ୍କ ସଙ୍ଗୀତଧୂନ୍‌ରେ ଦର୍ଶକ ନାଚିଲେ ଓ ଝୁମିଲେ

• ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସାମାଗମ ବୋଲି ଆକଳନ କରିଛି ପ୍ରଶାସନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳଭିଡ଼ / ଦଳାଚକଟା ଏବଂ ପରିସ୍ଥିତି ଅଣାୟତ ହୋଇଥିବାରୁ ପୋଲିସ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରଫେସର୍ ଡଃ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପୌର ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପୌର ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, କୋରାପୁଟ ଭିଜିଲାନ୍ସର ୪ଟି ଟିମ୍ ଆସି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଭବାନୀପାଟଣାର ୪ଟି
Read More...

ମଣ୍ତଳସ୍ତରୀୟ ମେଗା ଡାକ ମେଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ତଳ ଆନୁକୂଲ୍ୟରେ ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ମଣ୍ତଳସ୍ତରୀୟ ମେଗା ଡାକ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ
Read More...

୭୫ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ୭୫ତମ ହୀରକ ଜୟନ୍ତୀ ସମାରୋହ ହାଟପଦା ସ୍ଥିତ ରାଜ ଦରବାରଠାରେ ଉଦ୍‌ଘାଟିତ ହୋଇଯାଇଛି । ରାଜକୀୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା
Read More...