Yearly Archives

2022

ପୁରୁଷଙ୍କ ପାଇଁ ଏନ୍‌ଏସ୍‌ଭି ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ

ଜିଲ୍ଲାସ୍ତରୀୟ ପାଳନଉତ୍ସବରେ ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କଲେ ଜିଲ୍ଲାପାଳଜିଲ୍ଲାବ୍ୟାପି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁରୁଷଙ୍କ ପାଇଁ ଏନ୍‌ଏସ୍‌ଭି ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ, ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ
Read More...

ଆଜିଠାରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ : ଖପ୍ରାଖୋଲ ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ପେକ୍ସରେ
Read More...

ଖାଦ୍ୟ ଅନ୍ଵେଷଣରେ ଆସି ଗାଁ ଦାଣ୍ଡରେ ବୁଲୁଛି ଭାଲୁ : ସ୍ଥାନୀୟ ଲୋକେ ଭୟଭୀତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଶୁକ୍ରବାର ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଆସି ଗାଁରେ ରହିଯାଇଛି । ଭାଲୁଟିକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଭାଲୁକୁ ଦେଖିବା ପାଇଁ ଗାଁ ଲୋକମାନେ ରୁଣ୍ଡ ହୋଇଛନ୍ତି ।
Read More...

ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସମବାୟ ସମିତି ସଭାପତି ନୀଳାଦ୍ରି ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରି ଶୁଭ ଉଦ୍‌ଘାଟନ କରିଥିଲେ । ଚାଷୀ ମାନେ ତାଙ୍କ
Read More...

ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ବାସନ୍ତୀ କଲୋନୀ ସ୍ଥିତ କନ୍ୟକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ସଭାପତିତ୍ୱ ଓ ଅନିଲ କୁମାର ଦାଶଙ୍କ
Read More...

ରିଜର୍ଭ ପୋଲିସ ପଡିଆ ଠାରେ ମୃତ ମାଓବାଦୀଙ୍କୁ ନେଇ ପୋଲିସ ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସର୍ଚ୍ଚ ଅପରେସନରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନର ଭିତୁଲ
Read More...

୮ ଦଫା ଦାବୀରେ ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ସଂଘର ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସାମ୍ନାରେ ୮ ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ । ଶତାଧିକ ଅଙ୍ଗନୱାଡ଼ି କର୍ମୀ ଏକାଠି ହୋଇ ଆଜି ଶିଶୁବିକାଶ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇ ଦାବୀ ଗୁଡ଼ିକ ପାଇଁ
Read More...

ଆଜିଠୁ କଳାହାଣ୍ଡିରେ ଖରିଫ ଧାନ ସଂଗ୍ରହ ଆରମ୍ଭ

ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକରେ ଖୋଲିବ ଧାନ ମଣ୍ଡି ଭବାନୀପାଟଣା, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ ହେବ । ଜିଲ୍ଲାର କଲମପୁର, ଜୟପାଟଣା ଓ କୋକସରା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଧାନ ମଣ୍ଡି ଖୋଲିବ । ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୪୧ ଲକ୍ଷ ୮୦ ହଜାର
Read More...

ବିପୁଳ ପରିମାଣର ଦେଶୀ ରନ୍ଧା ମହୁଲି ମଦ ଜବତ : ୪ ଅଟକ

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ କୁଷଗଡ ଫାଣ୍ତି ଅନ୍ତର୍ଗତ ବିଭିନ୍ନ ଭାଟିରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ମଦ ଜବତ କରିବା ସହ ନଷ୍ଟ କରିଦେଇଛି । ଏହା ସହ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ନଷ୍ଟ କରିଦେଇଥିବା ମଦର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦେବଗଡ : ଦେବଗଡ ଥାନା ଦନ୍ତାରିବାହାଲ ଗ୍ରାମର ମାନସ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମାନସଙ୍କ ମୃତଦେହ ତାଙ୍କର ନିଜ ଘରେ ପଡିଥିବା ଦେଖି ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌
Read More...