Yearly Archives

2022

୬୦ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅବକାରୀ ବିଭାଗ ଚଢାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏହା ସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦର ସୌଭାଗ୍ୟ ସୁବୁଦ୍ଧି ଓରଫ ସନା । ଅବକାରୀ
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାର ମଇଦାନରେ ଗଞ୍ଜାମ ଜିଲ୍ଲାର ତିନି ଜଣ ବିଧାୟକ ନିୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦ୍ମପୁର ଉପନିର୍ବାଚନ ନେଇ ଉକ୍ତ ନିର୍ବାଚନମଣ୍ଡଳୀରେ ଆସନ୍ତା ଡିସେମ୍ବର ମାସ ୫ ତାରିଖ ଦିନ ହେବାକୁ ଥିବାବେଳେ ପ୍ରଚାର ଜୋର୍‌ସୋର୍‌ ଚାଲିଛି । ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ
Read More...

ଜେକେ କଲେଜରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ନରୋତ୍ତମ ସେଲମା) : ଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିର୍ଦେଶକ୍ରମେ କଳିଙ୍ଗ କୁସୁମ ଓ ଭାରତୀୟ ଷ୍ଟେଟବ୍ୟାଙ୍କର ସହଯୋଗରେ ରିସିଡା ସ୍ଥିତ ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୫୦ଟି ବୃକ୍ଷ ଲଗାଇବାର
Read More...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡକ୍ଟର ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ
Read More...

ଡେଲାଙ୍ଗ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଡାକରାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବୀ
Read More...

ପରଧିଆପାଲିରେ ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତ ପରଧିଆପାଲି ଗ୍ରାମରେ ଆଜି ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସଂକଳ୍ପର ସହାୟତାରେ ଲୋଇସିଂହା ପ୍ରାଣୀ ଚିକିତ୍ସା ବିଭାଗର ସହଯୋଗରେ ଆୟୋଜିତ
Read More...

ବର୍ଷିୟାନ ଚାଷୀ ବିରଞ୍ଚି ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଉପରଝର ପଞ୍ଚାୟତର କୁହିମୁଣ୍ଡାର ଅଗ୍ରଣୀ ତଥା ସ୍ୱନାମଧନ୍ୟ ଚାଷୀ ବିରଞ୍ଚି ସାହୁ(୭୦)ଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାହୁ ଜଣେ ଅଗ୍ରଣୀ ଚାଷୀ
Read More...

ଶୈଳେନ୍ଦ୍ର ଆଚାର୍ଯ୍ୟ ଦେବଗିରି ନାଟ୍ୟ ସମ୍ମାନ, ବୈଷ୍ଣବ ସାହୁ ଦେବଗିରି କୃଷି ସମ୍ମାନ ଓ ପ୍ରକାଶ ଚନ୍ଦ୍ର ବାଗ ଦେବଗିରି…

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଗବେଷକ ପ୍ରାଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ମର୍ଯ୍ୟାଦାଜନକ 'ଦେବଗିରି ନାଟ୍ୟ ସମ୍ମାନ'ରେ ସମ୍ମାନିତ କରାଯିବ । ସେହିଭଳି ଭାବେ ସଫଳ ଚାଷୀ ବୈଷ୍ଣବ ଚରଣ ସାହୁଙ୍କୁ
Read More...

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ତୁଜୁଙ୍ଗ ଗ୍ରାମ ନିକଟରେ ଗତକାଲି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ଜଣାପଡିଛି । ମୃତକ ଜଣକ ହେଲେ ତୁଜୁଙ୍ଗ ଗ୍ରାମର ଯୋଗିନ୍ଦର ନାଗ । ବୟସ ୪୫ ବର୍ଷ ଉପରେ ହେବ ବୋଲି ଜଣାପଡିଛି । ସେ ଜଣେ ଟେଲର ମାଷ୍ଟର ।
Read More...

ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ)ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...