Yearly Archives

2022

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
Read More...

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି
Read More...

ସଦେଇପାଲି ଛକ ଠାରେ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସଦେଇପାଲି ଛକ ଠାରେ ଗୋଟିଏ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ କାଠ ବୋଝେଇ ପିକ୍‌ଅପ୍‌ ଗାଡିଟିର ନଂ ଓଡି ୦୩ଜେ ୬୮୫୦ ହୋଇଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି
Read More...

ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର ଉଦ୍‌ଘାଟନ କରିଥିଲେ । କ୍ରିକେଟ ପ୍ରତିଯୋଗିତାରେ ଯୁକ୍ତତିନି ବର୍ଗରେ ଦ୍ୱିତୀୟ ବର୍ଷ, ଯୁକ୍ତଦୁଇ ବର୍ଗରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ
Read More...

କଣ୍ଟାବାଞ୍ଜି ଷ୍ଟେସନ ଉନ୍ନତି ପାଇଁ ୨.୬୮ କୋଟି ମଞ୍ଜୁର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ୨.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଷ୍ଟେସନର ବହୁ ଉନ୍ନତିମୂଳକ କାର୍ଯ୍ୟ ହେବାକୁ ପ୍ରସ୍ତାବ ରହିଛି । ନୂତନ ପାର୍କିଂ ଏରିଆ, ନୂତନ ଟିକଟ କାଉଣ୍ଟର ସହିତ ଅନ୍ୟ କାର୍ଯ୍ୟ
Read More...

ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଏସ୍‌ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁବ ରେଡକ୍ରସ ଓ ରେଡ୍‌ରିବଡ କ୍ଲବ ପକ୍ଷରୁ ଏଡ୍‌ସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ
Read More...

ରେଙ୍ଗାଲିରେ ସମନ୍ୱିତ କୃଷି ତାଲିମ ଶିବିର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଫିସ ପରିସରରେ କୃଷି ବିଭାଗ ଓ ବିକଳ୍ପ କଣ୍ଟାବାଞ୍ଜିର ମିଳିତ ଉଦ୍ୟମରେ ସମନ୍ୱିତ କୃଷି ଓ ରବି ଋତୁ ମୁଗ, ବିରି ଡାଲି ଜାତୀୟ ଫସଲ ଚାଷ ସମ୍ପର୍କିତ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଙ୍ଗାଲି
Read More...

ନବାହ ପାରାୟଣ ପରିଚାଳନା କମିଟି ଗଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଡାକବଙ୍ଗଳା ଛକ ସ୍ଥିତ ମା’ ବସ୍ତ୍ରେନ ମନ୍ଦିର ସମ୍ମୁଖରେ ଚତୁର୍ଥ ବାର୍ଷିକ ନବାହ ପାରାୟଣ ପାଇଁ ପରିଚାଳନା କମିଟି ଗଠିତ ହୋଇଯାଇଛି । ଏଥିରେ ମାର୍କଣ୍ଡ ମେହେର ସଭାପତି, କୁନା ସାହୁ ଉପସଭାପତି, ଅବସରପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ପରୁଆ ସମ୍ପାଦକ,
Read More...

ଓଡ଼ିଶା ଭେଇକିଲ୍ ସ୍କାର୍ପିଂ ନୀତିକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ ହ୍ରାସ ପାଇବ । ନୂତନ ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ
Read More...

ଦେଶୀ ବନ୍ଧୁକ ମରାମତି ବେଳେ ଫୁଟିଲା ଗୁଳି : ୫ ଆହତ

ପାପଡାହାଣ୍ଡି/ମୈଦଲପୁର : ଦେଶୀ ବନ୍ଧୁକ ମରାମତି ବେଳେ ଗୁଳି ଫୁଟିବାରୁ ମାଲିକ ସହ ୫ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ପୂଜାରୀଗୁଡା ଗ୍ରାମର ବୁଦୁ ମାଝୀ(ବନ୍ଧୁକ ମାଲିକ), ମୈଦଲପୁରର ସବିତା ମାଳି, ବେତଝରଣର ଫୁଲରିଡା କଚିମ, ନୀଳାଦ୍ରିଗୁଡାର ତୁଳସା ପୂଜାରୀ ଏବଂ ମୁକ୍ତା ଜାନି ।
Read More...