Yearly Archives

2022

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ୫୦ ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ନେଇ କୁଶମେଲ ଗ୍ରାମରେ ଶୀତ ଦିନିଆ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସପ୍ତାହ ବ୍ୟାପି ଗତ ୨୨ ଡିସେମ୍ବର ୨୦୨୨ ରୁ ୨୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କୁଶମେଲ
Read More...

ବଙ୍ଗୋମୁଣ୍ଡାରେ ୧୬୬ତମ ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରି ଛକ ଠାରେ ବଙ୍ଗୋମୁଣ୍ଡା ସତନାମୀ ସମାଜ ପକ୍ଷରୁ ୧୬୬ତମ ପରମ ପୂଜ୍ୟ ସନ୍ଥ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ କାଣ୍ଡେତରାର ସତକେ ଅଂଜୋର ପନ୍ଥୀ ନୃତ୍ୟ,
Read More...

ଅନିୟମିତତା କାରଣରୁ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ନିଲମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପନିବନ୍ଧକ ସମବାୟ ସମିତି, ଟିଟିଲାଗଡ ତହସିଲଦାର, ଟିଟିଲାଗଡ ସହକାରୀ ନିବନ୍ଧକ ସମବାୟ ସମିତି ଓ ଟିଟିଲାଗଡ ଯୋଗାଣ ନିରିକ୍ଷକ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) ପରିଦର୍ଶନରେ ଯାଇ ଖରିଫ ଧାନ କ୍ରୟ
Read More...

ମାହେଶ୍ୱରୀ ସଂଗଠନର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ମୁଖ୍ୟ ଅଙ୍କୁଶ କୁମାର ପାଣ୍ଡିଆ ସଭା ପରିଚାଳନା କରିଥିବା ବେଳେ ସଂଗଠନ ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲୋଟସ ଷଡଙ୍ଗୀ, ଡକ୍ଟର ଲଳିତ ସାହୁ ମଂଚାସୀନ ହୋଇଥିଲେ । ନୂତନ
Read More...

ରକ୍ତ ରଞ୍ଜିତ ହେଲା ମଦନପୁର ସାନଖଳା ସୁନାମୁଖୀ ପୀଠ

ବଳି ପଡିଲେ ଶତାଧିକ ପଶୁ ପକ୍ଷୀଜାନୁଆରୀ ୪ ବୁଧବାର ଦିନ ହେବ ଅଲାତରାଠାରେ ସୁନାମୁଖୀ ଯାତ୍ରା କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ସାନଖଳାଠାରେ ଆଜି ବୁଧବାର ଠାରେ ଆଜି ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ବର୍ଷ
Read More...

ଯୁବ କଳାକାର ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ବୈଠକ ବଲାଙ୍ଗିର ଉପକଣ୍ଠସ୍ଥ ଲକି ମେରେଜ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଗତ ବର୍ଷର ଆୟ ବ୍ୟୟ ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପରବର୍ତ୍ତୀ
Read More...

ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ନାରୀ ସଶକ୍ତିକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠାବାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ନାରୀ ସଶକ୍ତିକରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପିପିଲି ତାଲୁକ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ୨ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ବଲାଙ୍ଗିରର ୨ୟ କାର୍ଯ୍ୟକାରିଣୀ ବୈଠକ ଡ. ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଂପାଦକ ବସନ୍ତ ଆଚାର୍ଯ୍ୟ ସାଂଗଠାନିକ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବାକୁ ମତ ଦେଇଥିଲେ ।
Read More...

ଅଯଥା ଭୟଭିତ ହୁଅନ୍ତୁ ନାହିଁ, କୋଭିଡ୍‌ ନିୟମ ପାଳନ କରନ୍ତୁ : ମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ପୁଣିଥରେ ବିଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ
Read More...

ସାମ୍ବାଦିକ ସଂଘର ବୈଠକ

ଖବରଦାତା ତଥା ବିଶିଷ୍ଠ କଳାକାରଙ୍କ ବିୟୋଗରେ ଶୋକସଭା କଂଟାବାଂଜି, (ଗୁରୁଦୟାଲ ହଂସ) : ସାମ୍ବାଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭା ପରିଚାଳନା ପୂର୍ବରୁ ଖବରଦାତା ଗୁରୁଦୟାଲ ହଂସଙ୍କ ପ୍ରସ୍ତାବ କ୍ରମେ ନୂଆପଡା ଜିଲ୍ଲା
Read More...