Yearly Archives

2022

କବିତା : ଈର୍ଷା

ଦେବେନ୍ଦ୍ର ଲାଲ ଗୋଲାପ ଗଛରେ ଫୁଟି ଥିଲେଗୋଲାପି ରଙ୍ଗରଅନେକ ଗୋଲାପ ଫୁଲ ତା'ର ଅତି ନିକଟକୁଫୁଟି ଥିଲେକିଛି ଲାଲ୍ ମନ୍ଦାର ତା' ଠୁ କିଛି ହାତ ଦୂରେଫୁଟି ଖୁସି ଥିଲେହଳଦୀ ରଙ୍ଗରକିଛି ଗେଣ୍ଡୁ ଫୁଲ ପୁଣି, ସେଇ ଗେଣ୍ଡୁ ଗଛ ମୂଳେଫୁଟି ଥିଲେକିଛି ଈଷତ୍ ନୀଳ ରଙ୍ଗରଛୋଟ ଛୋଟ
Read More...

ଫିଫା ବିଶ୍ୱକପ୍‌ରେ ଟ୍ରଫି ଉନ୍ମୋଚନ ପାଇଁ ମନୋନୀତ ହେଲେ ଦୀପିକା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ । ଏସବୁ ନେଇ ଲାଇମଲାଇଟ୍‌ରେ ଥିବା ଦୀପିକାଙ୍କୁ
Read More...

ଇସିଆର୍‌ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ
Read More...

ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ମୀରାବାଇ ଚାନୁ

କଲମ୍ବିଆ : ବିଶ୍ୱ ଚାମ୍ପିଅନସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି । ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ
Read More...

ବାବା ସାହେବଙ୍କ ମହାପ୍ରୟାଣ ଦିବସ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସଦର ଗ୍ରାମ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ‘ସାବାସ’ ଅନୁଷ୍ଠାନ ପକ୍ଷରୁ ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବାବା ସାହେବଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ
Read More...

ଗୁଡଭେଲାରେ ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ଶିବ ମନ୍ଦିରଠାରେ ସୋମବାର ଆଞ୍ଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ସମାଜର ବାର୍ଷିକୋତ୍ସବ ଓ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତମୁଖୀ କାର୍ଯ୍ୟ ସଂପାଦନା କରାଯାଇଥିଲା । ଉତ୍ସବରେ ଉପସଭାପତି ଦୁର୍ଯ୍ୟୋଧନ ଦାସ କର୍ତ୍ତା ଓ ଚତୁର୍ଭୁଜ
Read More...

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ବୁଧବାର ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଆଗତ ହେବ ପାଖାପାଖି ୧୬ଟି ବିଧେୟକ । କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି ।
Read More...

ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ ଯୋଜନା କଲେ କେନ୍ଦ୍ର ସରକାର

ମୁମ୍ବାଇ : ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଯୋଜନା ଅନୁସାରେ ୨୦୨୪ ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ୧୦,୦୦୦ ସିନେମା ହଲ୍‌ ଖୋଲାଯିବ । ପ୍ରତି ହଲ୍‌ରେ ୧୦୦ରୁ ୨୦୦ ଲେଖାଏଁ ସିଟ୍‌ ରହିବ । ଫଳରେ ସଦ୍ୟ ମୁକ୍ତିଲାଭ କରୁଥିବା
Read More...

ପଖନମୁଣ୍ଡା ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ପଖନମୁଣ୍ଡା ୟୁ.ପି. ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବିଶ୍ୱେଶ୍ୱର ମୁଦୁଲି ଓ ନରେଶ ତାଣ୍ଡି
Read More...

ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲା ଶିଶୁ : ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍

ବେତୁଲ : ମଧ୍ୟପ୍ରଦେଶର ବେତୁଲର ମାଡଭି ଗ୍ରାମରେ ବୋରୱେଲରେ ପଡ଼ିଥିବା ଶିଶୁ ତନ୍ମୟ(୮)ଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍ ନିୟୋଜିତ ଅଛନ୍ତି । ଏହା କୁହାଯାଉଛି ଯେ, ବୋରୱେଲର ଗଭୀରତା ପ୍ରାୟ ୫୫ ଫୁଟ । ବର୍ତ୍ତମାନ ଶିଶୁକୁ ଅମ୍ଲଜାନ ବିତରଣ କରାଯାଇଛି । ଶିଶୁକୁ ବଞ୍ଚାଇବା
Read More...