Yearly Archives

2022

ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ନାବାଳିକା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଟକ ମହାନଗରରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ । ସବୁ ଦିନିଆ ଅନ୍‌ଲାଇନ ଜିନିଷ ମଗାଉଥିବା ଯୁବତୀଙ୍କୁ ଟାର୍ଗେଟ କଲେ ସାଇବର ଲୁଟେରା । ପ୍ରଥମେ ଅନ୍‌ଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା । ଏହାପରେ ଟଙ୍କା
Read More...

ପ୍ରାଚୀର ପତ୍ର କଦମ୍ବ ଉନ୍ମୋଚିତ

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମାନଙ୍କୁ ସୃଜନମନସ୍କ କରିବା ପାଇଁ ପ୍ରାଚୀର ପତ୍ର "କଦମ୍ବ" କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ
Read More...

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆରଆଇଟିରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରମୋଦ କୁମାର ସେଠୀ
Read More...

ଲାଠିକଟାରେ ମହିଳା ସମାବେଶ

ମହିଳା କୃଷକ ମାନଙ୍କର ବିକାଶ ନ ଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ଅନ୍ତର୍ଗତ ସିଉଡ଼ିହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଲାଠିକଟା କୃଷକ ଉତ୍ପାଦକ ସଂଗଠନ ଓ ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡ ମିଳିତ ଆନୁକୂଲ୍ୟରେ ମହିଳା
Read More...

ବିବାହ ଭୋଜିରେ ଫାଟିଲା ଗ୍ୟାସ୍‌ ଟାଙ୍କି : ୫ ମୃତ ୬୦ ଆହତ

ରାଜସ୍ଥାନ : ଯୋଧପୁରରେ ବଡ଼ ଧରଣର ଅଘଟଣ । ବରଯାତ୍ରୀ ଯିବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡରର ବିସ୍ଫୋରଣ ଘଟିଲା । ଖୁସିର ମାହୋଲରେ ଲାଗିଗଲା ନିଆଁ । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ
Read More...

ଲକ୍ଷ୍ମୀପୂଜାରେ ସୁନ୍ଦରାକାଣ୍ଡ ପାରାୟଣ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତ ସିଙ୍ଗାଟିମାଲ ଗାଁରେ ହେଉଥିବା ମହାଲକ୍ଷ୍ମୀ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦିନିକିଆ ସୁନ୍ଦରାକାଣ୍ଡ ପାରାୟଣ ଆୟୋଜିତ ହୋଇଥିଲା । ଏଥିରେ ସୀତା ଯୋଶୀ ବ୍ୟାସ, ନିର୍ମଳ ଗଡତ୍ୟା ଓ ଗୀତା ଗଡତ୍ୟା
Read More...

ନିଶା ଦେଇ ନଡ଼ିଆ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଭଦ୍ରକ : ଭଦ୍ରକରେ ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ଟଙ୍କା ସହ ନଡିଆ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଚେତ ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା
Read More...

ବେଲପଡା ନବୋଦୟ ସ୍କୁଲରେ ବାର୍ଷିକ କ୍ରୀଡା ସମାରୋହ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ନବୋଦୟ ସ୍କୁଲରେ ୩୫ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି, ବିଡିଓ ଭିକ୍ଟର ସୋରେନ, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ସଞ୍ଜୟ ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ସଞ୍ଜୀବ
Read More...

ହାଇପରସୋନିକ ଯାନ ପରୀକ୍ଷଣ କଲା ଇସ୍ରୋ, ଆହୁରି ସୁଦୃଢ଼ ହେବ ଭାରତ ପ୍ରତିରକ୍ଷା କ୍ଷେତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟାଳୟର ସହଯୋଗରେ ହାଇପରସୋନିକ ଯାନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ବେଳେ ଏହି ଯାନ ସମସ୍ତ ମାନଦଣ୍ଡ ପୂରଣ କରିଛି । ଏହାଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼
Read More...

ହଳଦୀ ମଣ୍ଡି ବୁଲି ଦେଖିଲେ ବିଜେଡି କୃଷକ ମୋର୍ଚ୍ଚା ସଭାପତି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ମଣ୍ଡିକୁ ଶୁକ୍ରବାର ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଧାନ ବିକ୍ରି ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ହଳଦୀ ପେକ୍ସ ସଭାପତି
Read More...