Yearly Archives

2022

ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ କଂସ ଦରବାରର ଶୁଭ ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ, (କେପିଏନ୍‌ଏସ୍‌) : ବେଲପଡା ଓ ଖପ୍ରାଖୋଲ ବ୍ଲକଠାରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ କଂସ ଦରବାରର ଶୁଭ ଉଦ୍‌ଘାଟନ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ମେହେର ଯୋଗଦାନ କରିଥିଲେ ।
Read More...

ପାଣ୍ଡିରିଡୁଙ୍ଗୁରୀ ଗ୍ରାମରେ ଶାଳ ଗଣ୍ଡି ଓ ଟ୍ରାକ୍ଟର ଜବତ ସହ ଦୁଇଜଣଙ୍କୁ ଗିରଫ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଣ୍ଡିରିଡୁଙ୍ଗୁରୀ ଗ୍ରାମ ଠାରେ ଗତକାଲି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ଟି ଶାଳ କାଠ ଗଣ୍ଡି ସହ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫ୍‌ଓ ନୀତିଶ କୁମାର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

କୋକସରା : ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ କାର୍‌ ଓଲଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୦.୩୦ ବେଳେ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଶିଉନି ଗାଁ ବୁଲାଣି ରାସ୍ତାରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଛି
Read More...

ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳର ପାହାଡ଼ପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ'ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଏସ୍‌ଓଜି ଯବାନ ଅଞ୍ଚଳରେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ
Read More...

ଭାରସାମ୍ୟ ହରାଇ ୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ : କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ଚଢି ଯାଇଥିବା ଜଣାପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ ।
Read More...

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାହିତ୍ୟକାର ଲୋକନାଥ ମିଶ୍ର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଣଚିନା ପ୍ରାଙ୍ଗଣରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସଭାପତି ଅତୁଲ୍ୟ ଶତପଥୀ ଓ ସଂପାଦକ ଜିତେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ମେଳାରେ ୫୦ଟି
Read More...

ମହିମୁଣ୍ଡା ସରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ - ବ୍ଲକ ଅଧ୍ୟକ୍ଷ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ମହିମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।
Read More...

ମୂନିନ୍ଦାରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ମୁନିନ୍ଦା ଗ୍ରାମରେ ମା' ମହାଲକ୍ଷ୍ମୀଙ୍କ ପୁଜା ମହାସମାରୋହରେ ପାଳିତ ହୋଇଯାଉଛି । ୧୪ ଜଣ କଳସ ଧରି ନିକଟସ୍ଥ ଲୁଣା ନଦୀରେ କଳସ ବୁଡ଼ାଇବା ସହ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରଥମ ଦିବସରେ ଅଙ୍କୁରା ରୋପଣ, ଗୋ ପୁଜା, ସୂର୍ଯ୍ୟ
Read More...

ହାତୀ ଆକ୍ରମଣରେ ମୃତ ମାଛୁଙ୍କ ପରିବାର ପାଖକୁୁ ପହଞ୍ଚିଲେ ନରସିଂହ

ହାତୀପଲ ଦ୍ୱାରା ଫସଲ କ୍ଷୟକ୍ଷତିର ଠିକ ଭରଣା ଦେଉ ସରକାର - ନରସିଂହମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପାଇଁ ଚାଲିଛି ଚେଷ୍ଟା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନି ଚାରି ଦିନ ତଳେ କୁଲତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡା ଗାଁର ମାଛୁ ମହାନନ୍ଦଙ୍କ ହାତୀ ଆକ୍ରମଣରେ ପ୍ରାଣ
Read More...