Monthly Archives

December 2022

ଟାଇଗର କ୍ଲବ ପକ୍ଷରୁ ପ୍ରଶାନ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡା ଟାଇଗର କ୍ଲବ ପକ୍ଷରୁ ପ୍ରଶାନ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯେଗ୍ୟ ଯେ, ପଞ୍ଜାବରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଉପଲକ୍ଷେ ଆଜି ଶାନ୍ତିପଡା
Read More...

ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନଏସ୍‌) : ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ୯ ତାରିଖରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୧୬ ତାରିଖରେ ପୁଇଁତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ
Read More...

କେରାଣ୍ଡିତୋଳା ନାରାୟଣପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖା ତରଫରୁ ମୃତକ କୁନ୍ତୀ ପ୍ରଧାନଙ୍କ ପରିବାରବର୍ଗଙ୍କୁ ୧୦…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧିନସ୍ଥ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ ଶାଖା ତରଫରୁ ବରିଷ୍ଠ କ୍ଷତ୍ରୀୟ ପ୍ରବନ୍ଧକ ମନୀଷ କୁମାର ଉପସ୍ଥିତ ରହି ମୃତ୍ୟୁବରଣ କରିଥିବା
Read More...

ଗଡ଼ିଲା ସମ୍ବଲପୁର-ଶାଲିମାର ଏକ୍ସପ୍ରେସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ବଲପୁର-ଶାଲିମାର (କଲିକତା) ଏକ୍ସପ୍ରେସ୍ ଗଡିବା ଆରମ୍ଭ କରିଥିବା ଖବର ମିଳିଛି । ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ, ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପିତ କରି ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ
Read More...

ଝାରମୁଣ୍ଡା ଧନୁଯାତ୍ରା ଅବସରରେ ଜୁଆଖେଳ ଓ ଖୋଲାମଦ କାରବାର ବୃଦ୍ଧି ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ଧନୁଯାତ୍ରା ଅବସରରେ ଖୋଲାମଦର ଅବାଧ କାରବାର ସହିତ ଜୁଆଖେଳ ଚାଲିଥିବା ଅଭିଯୋଗ ହେଉଛି । ଖୋଲାମଦ କାରବାରକୁ ନେଇ କିଛି ଦୁର୍ବୃତ୍ତ ଜନୈକ ବ୍ୟକ୍ତିଙ୍କ ଗାଡି କାଚ ଭାଙ୍ଗି ଦେଇଥିବା ଅଭିଯୋଗ
Read More...

ଲୋଇସିଂହା ବ୍ଲକସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବିଡ଼ିଓ ବିଜୟ କୁମାର ହୋତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗଦେଇ
Read More...

ଢୋଲବନ୍ଧ ଗ୍ରାମରେ ନାଟକ ‘ନିଶା ଦିଏ ଦଶା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଜମଳା ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପନୀ ଅବସରରେ ରାଜକୁମାର ସାହୁଙ୍କ ଲିଖିତ ସଚେତନ ଧର୍ମୀ ନାଟକ 'ନିଶା ଆଣିଦିଏ ଦଶା' ପରିବେଷତ ହୋଇଯାଇଛି । ନିଶା ନିବାରଣ ଉପରେ
Read More...

ନିଆଁରା ଢଙ୍ଗରେ ଜନ୍ମଦିନ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କ ୩୮ତମ ଜନ୍ମଦିନ ପାଳନ ସ୍ଥାନୀୟ ସରଣ୍ଡା ଶିବ ମନ୍ଦିର ଓ କୁଷ୍ଠାଶ୍ରମରେ ପାଳନ ହୋଇଯାଇଛି । ପ୍ରଥମେ ଅତାବିରା କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କୁ ଭାତ, ଡାଲି ଓ
Read More...

ଧନୁଯାତ୍ରା ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜର୍ଜ ହାଇସ୍କୁଲ ମୀନା ବଜାର ପଡିଆରେ ଗତକାଲି ବୁଧବାର ଦିନ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଗରିବ, ସାଧାରଣ ଜନତା ଏହାର ଲାଭ
Read More...

ହକି ବିଶ୍ୱକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସ୍ଵାଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷ ହକି ବିଶ୍ୱକପ୍ ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ
Read More...