Daily Archives

୨୬୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରୁ ୨୬୨ ଗ୍ରାମ୍ ବ୍ରାଉନ୍ ସୁଗାର ସହିତ ଏକ ବଜାଜ ପଲସର ଜବତ ହୋଇଛି । ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡର ଏକ ଟିମ୍‌
Read More...

ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ମହାମହିମ ରାଜ୍ୟପାଳ

ବୀରମହାରାଜପୁର : ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମଠାରେ ଚାଳିଥିବା ପ୍ରଥମ ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶାର ମହାମହିମ ରାଜ୍ୟପାଳ ଗଣେଷୀଲାଲ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଅତ୍ୟାଚାର ଓ ଅଧର୍ମ ଉପରେ ନ୍ୟାୟ ଓ
Read More...

ମାଟିଆଳି ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ଉଦ୍‌ଘାଟିତ

ନୀଳଗିରି : ନୀଳଗିରି ବ୍ଲକ ଅଧିନ ମାଟିଆଳି ସରକାରୀ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହର ଉଦଘାଟନ ମହାସମାରୋହରେ ପାଳନ ହୋଇଯାଇଛି । ଦେବର୍ଚ୍ଚନ, ପତାକା ଉତ୍ତଳନ ଓ କଳସ ଯାତ୍ରା ସହ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଉଦ୍‌ଘାଟନ ଉତ୍ସବକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର
Read More...

ସିନ୍ଧେକେଲାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ପଲ୍ଲୀଶ୍ରୀ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅନ୍ତର୍ଗତ ୧୪ଟି ସ୍କୁଲର
Read More...

ନବରଙ୍ଗପୁରରେ ହେଲି ପୋର୍ଟ ଓ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏସ୍‌ଡିସି ଉପଦେଷ୍ଟା

ନବରଙ୍ଗପୁର : ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ୫୫୦ କିଲୋମିଟର ଦୂରରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଓ ଆକାଂକ୍ଷା ନବରଙ୍ଗପୁର ଜିଲ୍ଲାରେ ପରିବହନର ସୁଗମ ଓ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ତଥା
Read More...

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ

ବାରଙ୍ଗ : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ବିଗତ ୬୨ବର୍ଷରେ ପ୍ରାଣୀ ଉଦ୍ୟାନରେ ବହୁ ପରିବର୍ତ୍ତନ ହୋଇଛି । କିଛି ପୁରୁଣା ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ନୂଆ
Read More...

ଚୋରା ଚାଲାଣ ବେଳେ ୯୨ ବସ୍ତା ଧାନ ଜବତ

ତୁଷୁରା, (କେପିିଏନ୍‌ଏସ୍‌) : ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଚଢାଉ କରି ଯୋଗାଣ ବିଭାଗ ୯୨ ବସ୍ତା ଧାନ ଜବତ କରିଛି । ବୁଧବାର ବଲାଙ୍ଗିର ସଦର ଏସିଏସ୍‌ଓ ଶରତ ରାଉତଙ୍କ ନେତୃତ୍ୱରେ ଯୋଗାଣ ବିଭାଗର ସ୍କ୍ୱାର୍ଡ ତୁଷୁରା-ରୁଷୁଡା ରାସ୍ତାରେ ବେଆଇନ ଧାନ ଚାଲାଣ ଗାଡି ଯାଞ୍ଚ କରୁଥିଲେ । ଏହି
Read More...

ଆଜି ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ
Read More...

ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଶାଢ଼ୀ ନଷ୍ଟ

ଭଦ୍ରକ : ଭଦ୍ରକ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ହୁ ହୁ ହୋଇ ଜଳିଲା ଲକ୍ଷାଧିକ ଟଙ୍କାର ଲୁଗା । ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନରେ ଗଚ୍ଛିତ ଥିବା କିଛି ଲୁଗା ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ
Read More...

ଟିଟିଲାଗଡର ନୂଆ ଉପଜିଲ୍ଲାପାଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡର ନୂଆ ଉପଜିଲ୍ଲାପାଳ ଭାବେ ବୁଧବାର ଦୟାମୟ ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଝାରସୁଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ନେବା ପରେ ଶ୍ରୀ ପାଢୀ ଟିଟିଲାଗଡ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା, ଚାଷୀ,
Read More...