Monthly Archives

October 2022

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଏବଂ ଅସ୍ଥାୟୀ କର୍ମଚାରୀ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ସାଧାରଣ ସଂପାଦକ ପୁଲିନ ମିଶ୍ରଙ୍କ ନେତୃତ୍ୱରେ ହୋଟେଲ ତ୍ରିବେଣୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ
Read More...

ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ ଅନୁଷ୍ଠାନରେ ସ୍ୱାଗତ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ, ଭାବନ୍ଧ ଠାରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସହ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯାଇଛି । ଅନୁଷ୍ଠାନର ଓଡ଼ିଟୋରିୟମରେ ଅନୁଷ୍ଠିତ ଏକ ଭବ୍ୟ
Read More...

ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରୀ ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଗୁଡିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରୀ କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ
Read More...

କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥାନୀୟ ଚିନାଭାଡି ପଡିଆ ଠାରେ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ପଞ୍ଚମ ଦିବସ ମ୍ୟାଚ୍‌ରେ କର୍ଲାମୁଣ୍ଡା ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ
Read More...

‘ଦି ମେଲୋଡି ଭାଇବ୍ସ’ ପକ୍ଷରୁ ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ହିଁ ଜୀବନର ପରିଭାଷା । ଯାହାକୁ ଆଧାର କରି 'ଦି ମେଲୋଡି ଭାଇବ୍ସ' ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତର ଚିତ୍ତାକର୍ଷକ କାର୍ଯ୍ୟକ୍ରମ 'ସୁନେଲି ସନ୍ଧ୍ୟା' । ରାଉରକେଲାର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ
Read More...

ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ନିରନ୍ତର ଭେଷଜ ଶିକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ "ଭାରତୀୟ ରିଉମାଟୋଲୋଜି (ଗଣ୍ଠି ବାତ) ସଂଘ"ର ଓଡ଼ିଶା ଶାଖା ଆନୁକୂଲ୍ୟରେ ଏକ ନିରନ୍ତର ଭେଷଜ ଶିକ୍ଷା (ସିଏମ୍‌ଇ) ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡା ବିଜୟ ମିଶ୍ର
Read More...

ବିଶ୍ୱ ମିତବ୍ୟୟିତା ଦିବସରେ ସଂଚୟ ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଂଚୟ ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଜିଲ୍ଲାମୁଖ୍ୟ ଡାକପାଳ ରାଜେନ୍ଦ୍ର କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପତକା
Read More...

ସିଆର୍‌ପିଏଫ୍‌ ଗୃପ ସେଣ୍ଟର ସମ୍ବଲପୁର ତରଫରୁ ବିଶାଳ ବାଇକ ର‍୍ୟାଲି କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଲୌହ ପୁରୁଷ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ୩୧ ଅକ୍ଟୋବରକୁ ସାରା ଭାରତରେ "ରାଷ୍ଟ୍ରୀୟ ଏକତା ଦିବସ" ଭାବରେ ପାଳନ କରାଯାଏ । ଏହି ଅବସରରେ "କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗୃପ
Read More...

୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକଙ୍କ ସହ ୭ ଶିଶୁ ଶ୍ରମିକ ଉଦ୍ଧାର : ସର୍ଦ୍ଧାର ଓ ସହଯୋଗୀ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଧାର ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ବାହ୍ୟ ଜିଲ୍ଲାରୁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ କ୍ଷେତରେ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ
Read More...