Monthly Archives

September 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୬୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ
Read More...

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ
Read More...

ଦୁଇ ମାସର ପିଡିଏସ୍‌ ନ ମିଳିବାରୁ ବିଧାନସଭା ଗୃହ କମିଟିକୁ ଅଭିଯୋଗ କଲେ ପଞ୍ଚାୟତବାସୀ

ଖଡ଼ିଆଳ, (ନିରାକାର ମେହେର) : ରାଜ୍ୟ ତଥା କେନ୍ଦ୍ର ସରକାର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏମିତିକି ପାଣି ପାଇଁ ବସୁଧା, ବିଜୁଳି ପାଇଁ ସୌଭାଗ୍ୟ, ଗୃହହୀନଙ୍କ ପାଇଁ
Read More...

ସଡକ ଦୁର୍ଘଟଣା : ନିୟନ୍ତ୍ରଣ ହରାଇ ପୋଖରୀକୁ ପଶିଗଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛତାମଖନା ନିକଟସ୍ଥ ଜାମସର ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ ସୋମବାର ରାତିରେ ନିୟନ୍ତ୍ରଣ ହରାଇ କାର୍‌ ପଶି ଯାଇଥିବା ଜଣାପଡିଛି । କାର୍‌ ଭିତରୁ କୌଶଳକ୍ରମେ ସ୍ୱାମୀ ପ୍ରଥମେ ବାହାରି ଆସିଥିଲେ । ସୂଚନା ଅନୁସାରେ, ବଲାଙ୍ଗିର
Read More...

ବେଙ୍ଗଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର ସମାଜରେ ଏବେ ବେଶ ଚର୍ଚ୍ଚାର ପରିସରରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ରୋଗୀଙ୍କ ଆଶୁଚିକିତ୍ସା ଓ ଅସ୍ତ୍ରୋପଚାରକୁ ନେଇ ଡାକ୍ତର କେତେ ଯତ୍ନବାନ ହେବା କଥା, ତାହା ଏଠାରେ ପ୍ରତିପାଦିତ ହୋଇଛି । ଆମ ସମସ୍ତଙ୍କୁ ସମ୍ପୃକ୍ତ ଜଣେ ଡାକ୍ତର ଜଣକ ସମାଜକୁ ଉଚିତ ଦିଗଦର୍ଶନ ଦେଇ କରି ଦେଖାଇଛନ୍ତି । ଏଠାରେ ପ୍ରକାଶ ଥାଉକି,
Read More...

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ନରେ ସର୍ବସାଧାରଣ ଦର୍ଶନ କଟକଣା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବୁଧବାର ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଣୁ ଅପରାହ୍ନରେ ଠାକୁର ଦର୍ଶନ କଟକଣା ରହିବ । ଏହି ସ୍ୱତନ୍ତ୍ର ନୀତି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ।
Read More...

ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି, ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି । ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି ବୋଲି ସ୍ଥାନୀୟ ଟାଉନ ହଲ୍‌ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ
Read More...

ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୧୭ ବର୍ଷ ପୂର୍ତ୍ତି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଶାଖା ପ୍ରବନ୍ଧକ ରାଜେଶ କୁମାର ଥନାପତି, ସରସ୍ଵତୀ
Read More...

ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ-୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ନୂଆଁଖାଇ ଭେଟଘାଟ-୨୦୨୨ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ମା’ ସମଲେଇଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଜିଲ୍ଲା ସଂସ୍କୃତି
Read More...

ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲା ରୋଟାରୀ କ୍ଲବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କ ପରି ପାରମ୍ପରିକ ବିଧିରେ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ପ୍ରାଥମିକ
Read More...