Monthly Archives

September 2022

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା ଉପରେ ଆୟୋଜିତ ମାନସ ମନ୍ଥନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଅନ୍ତର୍ଗତ ‘ରିଇମାଜିନେସନ ଅଫ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ
Read More...

ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

● ଇ-ନିଲାମୀ ମାଧ୍ୟମରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା କୋଇଲା ମନ୍ତ୍ରଣାଳୟ● ଏସବୁ ଖଣିରେ ଗଚ୍ଛିତ ରହିଛି ମୋଟ ୨୧୫୭.୪୮ ନିୟୁତ ଟନ କୋଇଲା ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ
Read More...

କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହେଲେ ଘନଶ୍ୟାମ

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଘନଶ୍ୟାମ ସାହୁ । ଘନଶ୍ୟାମ ବର୍ତ୍ତମାନ ବରଗଡ଼ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା
Read More...

ସ୍ୱରାଗିଣୀ ଅନୁଷ୍ଠାନର ଖୁଦୁରୁକୁଣୀ ମେଲଣ- ୨୦୨୨ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା' ଖୁଦୁରୁକୁଣୀ ମେଲଣ- ୨୦୨୨ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟର୍‌ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ୱରାଗିଣୀର ସଭାପତି ସ୍ୱର୍ଣ୍ଣପ୍ରଭା ପଲେଇଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦଶମ ଦିବସରେ

ଏପିଜେ ଲୋଇସିଂହା, ସିସିଏଫ୍‌ଏ, ଅମାମୁଣ୍ଡା, ଜରାସିଂହା, ବ୍ଲୁ ମାଉଣ୍ଟେନ ଓ ହଲଦି ଇବି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ଅମାମୁଣ୍ଡା ୫-୦ ଗୋଲରେ ଗେର୍ଡିକୁ ହରାଇ ଗୃପ ଚମ୍ପିୟାନ ହୋଇଛି ।
Read More...

ଗଛର ସୁରକ୍ଷା ପାଇଁ ଶପଥ ଗ୍ରହଣ କଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକ

ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୁନସରଠାରେ କଲେଜ ଅଧ୍ୟକ୍ଷ ଶୁବେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଓ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ
Read More...

କୃଷକ ଉତ୍ପାଦକ କମ୍ପାନୀର କୃଷକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକର ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ଅଧିନସ୍ତ ବଘଲା ଗ୍ରାମରେ
Read More...

ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ : ଚାଲିଗଲା ୮ ଜଣଙ୍କ ଜୀବନ

ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତ୍ତି ହାଇଦ୍ରାବାଦ : ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେଲେଙ୍ଗାନା ସିକନ୍ଦରାବାଦରେ ସୋମବାର ବିଳମ୍ୱିତ ରାତିରେ ଏପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ
Read More...

ରାମକୃଷ୍ଣ ମିଶନ ପକ୍ଷରୁ ବନ୍ୟା ବିପନ୍ନ ପରିବାରଙ୍କୁ ବସ୍ତ୍ର ବଣ୍ଟନ

ବାଙ୍କୀ : ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ ପକ୍ଷରୁ ମଙ୍ଗଳବାର ସକାଳେ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମରେ ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ୍ ସହାୟତା ଭାବରେ ବସ୍ତ୍ର ବଣ୍ଟନ କରାଯାଇଛି । ପ୍ରଥମେ ଶୁଖୁଆଖଳା ଗ୍ରାମରେ ବିବେକାନନ୍ଦ ଷ୍ଟଡି
Read More...

ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା : ୧୬ ବର୍ଷିଅ ଛାତ୍ରୀ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ଗଞ୍ଜେଇଭାଟି ଛକରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ୧୬ ବର୍ଷିଅ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ସୁନିତା ମେହେର ନାମ୍ନୀ ଜଣେ ୧୬ ବର୍ଷିଅ ଝିଅ ନିଜ ମାମୁଁ ଘରକୁ
Read More...