Monthly Archives

September 2022

ରାଜ୍ୟସଭା ସାଂସଦଙ୍କ ଝାରମୁଣ୍ଡାଗସ୍ତ : ଏଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ଲୋଇସିଂହା ବ୍ଲକ ଝାରମୁଣ୍ଡା ଗାଁକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏଥ୍‌ଲେଟିକ୍‌ ଏସୋସିଏସନ୍‌ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ନାଗରିକ କମିଟି, ଜଗନ୍ନାଥ ମନ୍ଦିର ପରିଚାଳନା
Read More...

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଆଜିକୁ ୧୪ ଦିନ ଧରି ଚାଲିଥିବା ବେଳେ ଆଜି ହାଟ ବଜାରରେ ବିଭିନ୍ନ ସ୍ଥାନକୁ ସଫା କରିବା ସହିତ ଏକ ଶୋଭାଯାତ୍ରା ଅନୁଷ୍ଠିତ
Read More...

ବଲାଙ୍ଗିର ମନ୍ଦିର ସମୂହର ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଗଣ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଅବ୍ୟବସ୍ଥା, ଅବହେଳାର ପ୍ରତିବାଦରେ ଏବଂ ମନ୍ଦିର ଗୁଡିକର ନବୀକରଣ ଦାବୀ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ତିନି ଜଣ ସୂଚନା କର୍ମୀ ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ଭାବେ
Read More...

ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆଜି ବୋଲକଣା, ଡେଲାଙ୍ଗ, ପୁରୀ ପରିସରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଯାଇଅଛି । ମୁଖ୍ୟଅତିଥି ଭାବେ ଏ. ଏନ.ଏମ. ଦିଦି କୌଶଲ୍ୟା ଦେଇ "ସବୁଜ
Read More...

ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ରର ଆତ୍ମା । ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧିର ପଥପ୍ରଦର୍ଶକ ଭାବରେ ରାଷ୍ଟ୍ରଭାଷାର ମହତ୍ୱକୁ ରାଷ୍ଟ୍ର ସ୍ୱୀକାର କରିଥାଏ ବୋଲି ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଜି ସ୍ଥାନୀୟ ବିଜୁ
Read More...

ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପଦ୍ମପୁର ସ୍ଥିତ ଓଡିଶା ରାଜ୍ୟ କାର୍ଯ୍ୟାଳୟଠାରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଓଡିଶା ରାଜ୍ୟ ସଂଯୋଜିକା ଶ୍ରୀମତୀ ସରସ୍ଵତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଲାଙ୍କ ଉତ୍ଥାନ
Read More...

୭ଫୁଟ୍‌ ଲମ୍ବର ଢମଣା ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାର ପରିକ୍ଷୀତ ମେହେରଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ୭ଫୁଟ୍‌ ଲମ୍ବର ଢମଣା ସାପ । ଏହି ସାପଟି ନିକଟସ୍ଥ ବୁଦାମୂଳରୁ ପରିକ୍ଷୀତଙ୍କ ଘର ଭିତରକୁ ଚାଲିଆସିଥିଲା । ପରିବାରର ଜଣେ ସଦସ୍ୟ ସାପଟିକୁ ଦେଖିବାକୁ ପାଇଥିଲେ । ଏତେ ବଡ ସାପଟି ଦେଖି
Read More...

ମରଣଯନ୍ତା ପାଲଟିଛି ପାଇକମାଲ ମୁଖ୍ୟଛକ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ପାଇକମାଲ ମୁଖ୍ୟଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି
Read More...

ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ଫିସ୍‌ ଆଦାୟକୁ ଏଆଇଡିଏସ୍‌ଓର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସଭାପତି ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା
Read More...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ୱାଳ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ ଜିଲ୍ଲାର ଅତାବିରା ବ୍ଲକ ହିର୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି । ଆଜି ବୁଧବାର ଦିନ ଭୋର ସମୟରେ ୭୦ ବର୍ଷ ବୟସରେ ତାଙ୍କର
Read More...