Monthly Archives

September 2022

ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ସୁରକ୍ଷା ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) :ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ (ସାଗର ତଟ) ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ୫ ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହାସହ ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି ।
Read More...

ପାଟଣା ଅଞ୍ଚଳରେ ବିଶ୍ଵକର୍ମା ପୂଜା

ପାଟଣା : ନିର୍ମାଣର ଆଦିସ୍ରଷ୍ଟା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ମୁଖ୍ୟାଳୟ ସମେତ ସ୍ୱାମ ହନୁମାନ ଛକ, ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ଓ ତୁରୁମୁଙ୍ଗାର ଟାଟା ପାୱାର ଉପଖଣ୍ଡ କାର୍ଯ୍ୟାଳୟରେ
Read More...

ଯୁକ୍ତ ୨ ସ୍ପଟ ନାମଲେଖା ଆରମ୍ଭ

ଭୁବ‌ନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି । ୨୦
Read More...

ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଠଗଡ : ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବିତରଣ କମ୍ପାନୀ ପକ୍ଷରୁ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସବଷ୍ଟେସନ ପରିସରରେ ସୁନ୍ଦର ଆଲୋକ ତୋରଣ ଓ ସାଜ୍ଜସଜ୍ଜା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଛି । ସହକାରୀ ଯନ୍ତ୍ରୀ ଗୋରମୋହନ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ
Read More...

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ୨୭ରେ

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଚଳିତମାସ ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମ୍ପର୍କରେ ସୂଚନା ଦେଇଥିବା ହାଇକୋର୍ଟ
Read More...

ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଭି ଗ୍ରୀଡ ସବଷ୍ଟେସନ ମାଧିଆପାଲି ପରିସରରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କର୍ତ୍ତା ଭାବେ ହରିହର ପଧାନ (ଲାଇନମ୍ୟାନ ଏ) ଓ ପୂଜକ ଭାବେ ଉମାକାନ୍ତ ଚାନ୍ଦ ଦାୟିତ୍ୱ ତୁଳାଇ ଥିବା ବେଳେ ପ୍ରିୟନାଥ ଦଣ୍ଡସେନା, ରୁତୁରାଜ ପଧାନ,
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ୫୩ ନଂ ଜାତୀୟ ରାଜପଥର ବଡଝରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଉଦୟଗିରି ଗ୍ରାମର ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡ଼ିଛି । ସୂଚନେ ଅନୁସାରେ,
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା, ଖଣ୍ଡାଧୁଆ ପରେ ଷୋଳପୂଜା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାର ଖଣ୍ଡାଧୁଆ ପରେ ଷୋଳପୂଜା ଶନିବାର ଆରମ୍ଭ ହୋଇଯାଇଛି । ସନ୍ଧ୍ୟାରେ ପାଟଖଣ୍ଡା ମନ୍ଦିରରେ ଜମିଦାରଙ୍କ ସହ ମୁଖ୍ୟ ବରୁଆଙ୍କୁ ବାଦ୍ ଦେଇ ସମସ୍ତ ଦେହେରୀ ରୁଣ୍ଡ ହୋଇଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ଗାଁର
Read More...

କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ସମାପ୍ତ ହୋଇଛି ଅହିଂସା ରଥ ପରିକ୍ରମା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ଅହିଂସା ରଥ ପରିକ୍ରମା ସମାପ୍ତ ହୋଇଛି । ଉଭୟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତସ୍ତରରେ ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଜନ ସମାଗମ ତଥା ସାଂସ୍କୃତିକ କାର୍ୟ୍ୟକ୍ରମ । କୋରାପୁଟର ଏକାଧିକ ସ୍ଥାନରେ
Read More...

ରକ୍ତତୀର୍ଥ ଇରମ୍‌ର ପବିତ୍ର ମାଟିରେ ପହଞ୍ଚିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରକ୍ତତୀର୍ଥ ଇରମ୍‌ର ପବିତ୍ର ମାଟିରେ ଗତକାଲି ପହଞ୍ଚିଛି ଅହିଂସା ରଥ । ବାସୁଦେବପୁରରେ ବିଧାୟକଙ୍କ ସମେତ ଦେଶପ୍ରେମୀ ନାଗରିକ ଉଚ୍ଛ୍ୱସିତ ଢଙ୍ଗରେ ସ୍ୱାଗତ କରିଛନ୍ତି ଏହି ରଥକୁ । ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ
Read More...