Monthly Archives

September 2022

ବରକାନି ଗାଁରେ ଦେବଗୁରୁ ସମାଜର କଳା ବିଭବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ବରକାନି ଗାଁର ଗୋଚରପଡା ଠାରେ କଳା ଓ ସାହିତ୍ୟ କ୍ଷେତ୍ର କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀର ଓଡିଶା ପଶ୍ଚିମ ପ୍ରାନ୍ତର ଲୋକ କଳା ବିଭାଗ ଓ ପଶ୍ଚିମ ଓଡିଶାରେ ବସବାସ
Read More...

ଆର୍‌ଏମ୍‌ଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ରାଜ୍ୟସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ଓ ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ପୌରାହିତ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ରାଜ୍ୟସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ସମାରୋହ ଓଫିଲେକ୍ସ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ
Read More...

ବିଜେପି ଦହିତା ମଣ୍ଡଳ ପକ୍ଷରୁ ଦୀନଦୟାଲ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଦହିତା ମଣ୍ଡଳ ପକ୍ଷରୁ ଦୁହିତା ଶିବ ମନ୍ଦିର ସମ୍ମୁଖରେ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି କେତନ ମେହେରଙ୍କ ସଭାପତିତ୍ୱ ଏବଂ ସାଧାରଣ ସମ୍ପାଦକ ବାସୁଦେବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି
Read More...

ବେଲଗାଁରେ ବିଜୁ ଜନତା ଦଳର କର୍ମୀ ସମାବେଶ

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ରଣନୀତି ପାଇଁ ପ୍ରସ୍ତୁତି ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଡାକ ବଙ୍ଗଳା ଠାରେ ବିଜୁ ଜନତା ଦଳ ତରଫରୁ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ସଭାପତିତ୍ୱରେ
Read More...

ସଇଁତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୪ତମ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହି କଳସ ଯାତ୍ରା ପାଇଁ ସହରର ମହିଳା ଓ ପୁରୁଷମାନେ ମଣ୍ଡପ ପରିସରରେ ଏକତ୍ରିତ ହୋଇ
Read More...

ଉପରବାହାଲ ଗ୍ରାମରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ସ୍ଥିତ ଯୁବ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ବଲାଙ୍ଗିର ଜିଲା ଯୁବ କୁଲତା ସମାଜର ସଭାପତି ଅସୀମ କୁମାର ଭୋଇ,
Read More...

ଆସନ୍ତା କାଲି ଜିଲ୍ଲାର ୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ସୋନପୁର ବ୍ଲକ ଅଂଚଳର ୦୧ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ଜିଲ୍ଲାର ୧୨ରୁ ୧୪ ବର୍ଷ ପର୍ଯ୍ୟନ୍ତ ସୋନପୁର ବ୍ଲକ ଅଂଚଳର ହିତାଧିକାରୀଙ୍କୁ (ଅଫଲାଇନ
Read More...

ନିଷ୍ଠା ପରିବାର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ପ୍ରୟାସରେ ଚତୁର୍ଥ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଆଁଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ କୁରୁଆଁ
Read More...

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ସୋମବାର ତା.୨୬ରୁ ତା. ୬ ଅକ୍ଟୋବର ପର୍ଯ୍ୟନ୍ତ ପାଇକମାଲ ଦୁର୍ଗା ମଣ୍ଡପ ଠାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଳିତ ହେବ । ଚଳିତ ବର୍ଷ ଏହି ଦୁର୍ଗାପୂଜା ୧୭ ବର୍ଷରେ ପଦାର୍ପଣ କରୁଛି । ନବରାତ୍ର ଦୁର୍ଗାପୂଜା ଗତ ଦୁଇ ବର୍ଷ ପୂଜାବିଧି
Read More...

କ୍ଷୀରାପାଲିରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଂଚାୟତ ଅଧିନ କ୍ଷୀରାପାଲି ରାଧାକୃଷ୍ଣ ମନ୍ଦିର ଠାରେ ବ୍ଲକସ୍ତରୀୟ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝିଲିମିଣ୍ଡା ପଂଚାୟତ ଯାଦବ ସମାଜ ତରଫରୁ ଅନୁଷ୍ଠିତ ଏହି ନୂଆଁଖାଇ
Read More...