Monthly Archives

September 2022

ପ୍ରେମରେ ଥିଲେ ଅଭାବ ଛୁଏଁନି : ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌…

ତୁରେକେଲା, (କୈଳାଶ ସଗ୍ରିଆ) : କୁହାଯାଏ ପ୍ରେମରେ ଥିଲେ ଅଭାବ ଛୁଏଁନି । ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌ ସ୍ୱାମୀ ସ୍ତ୍ରୀ । ତୁରେକେଲାର ଗୋଦାମ ଘର ବାରଣ୍ଡା ଏମାନଙ୍କ ଘର । ପ୍ରେମରେ ମସ୍‌ଗୁଲ୍‌ ନିଃସହାୟ ହଳେ ବୃଦ୍ଧବୃଦ୍ଧା । ଯାହା
Read More...

ଲୋକ ପରମ୍ପରା ଆଧାରରେ ‘ସଚେତନ ହେମା’ର ନୂଆଁଖାଇ ଭେଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଦ ଗ୍ରାମରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଢୋଲବନ୍ଧ ଗ୍ରାମବାସୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକେଲାଲ ସ୍ୱାଇଁ, ବିଜୟ ସ୍ୱାଇଁ, ଅନୁବ୍ରତ ସାହୁ,
Read More...

ସରକାରୀ କ୍ୱାଟର୍ସରେ ପୋକ୍‌ସୋ କୋର୍ଟର ବିଚାରପତିଙ୍କ ଆତ୍ମହତ୍ୟା

କଟକ : ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ‌ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ୱାଟର୍ସରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସିଡିଏ ସେକ୍ଟର ୯ ସ୍ଥିତ କ୍ୱାଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
Read More...

ଛତ୍ରପୁର ଏନ୍‌ଏସି ଅଫିସରେ ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

• ସମସ୍ତ ଷ୍ଟାଫ ଓ କର୍ମଚାରୀ, ପୌର ଅଧ୍ୟକ୍ଷା, କାଉନସିଲରଗଣଙ୍କ ଶୁଭେଚ୍ଛା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଉଚ୍ଚପଦସ୍ଥ ଓଏଏସ ପାହ୍ୟାର
Read More...

ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ କେନ୍ଦ୍ରମନ୍ତ୍ରୀ• ୟୁନେସ୍କୋର ଏଡ଼ିଜିଙ୍କ ସହ ଶିକ୍ଷା- ୨୦୩୦ ଏଜେଣ୍ଡା ଉପରେ ଆଲୋଚନା• ଶିକ୍ଷା, ଦକ୍ଷତା
Read More...

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

ଡିଜିଟାଲ ପ୍ଲାଟଫର୍ମକୁ ଆସିଲେ ୫.୬ ଲକ୍ଷ ପେନସନଧାରୀ ଦିଲ୍ଲୀ, (ପିଆଇବି) : ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ
Read More...

ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ପ୍ରମୁଖ ଶିଳ୍ପ ସଂସ୍ଥା ଓ ଶହେରୁ ଅଧିକ ଏମଏସଏମଇ ଦ୍ୱାରା ଯୋଗାଯାଇଥିବା ସ୍ୱଦେଶୀ ଯନ୍ତ୍ରୋପକରଣ ସାହାଯ୍ୟରେ ନିର୍ମିତ ହୋଇଛି ଆଇଏନଏସ ବିକ୍ରାନ୍ତଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥାଉପନିବେଶବାଦକୁ
Read More...

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ତଥା ନୂଆଁଖାଇ ଭେଟ୍‌ଘାଟ୍‌ ଅଗ୍ରଗାମୀ ଯୁବକ ସଂଘ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନିଜଣ ନୂତନ ସଦସ୍ୟ ଅନିଲ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ନନ୍ଦଙ୍କୁ ସ୍ୱାଗତ କରାଯାଇଥିଲା ।
Read More...

ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରମେଶ ଚନ୍ଦ୍ର ଦାଶ ଭଜନ ଓ ଶ୍ରୀ ଜଗନ୍ନାଥ
Read More...

ୱାର୍ଡ ନଂ ୨୦ର ଆଳତି ସନ୍ଧ୍ୟାରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨୦ର ପେଲେସ ଲାଇନଠାରେ ପଡାବାସୀଙ୍କ ଦ୍ୱାରା ମହାସମାରୋହରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଆଳତି ସନ୍ଧ୍ୟାରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଗଣେଶଙ୍କ ଆଳତି
Read More...