Monthly Archives

September 2022

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପ୍ରବନ୍ଧନ ସମିତିର ପ୍ରଥମ ବୈଠକ ସମିତିର ଅଧ୍ୟକ୍ଷ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସମିତିର
Read More...

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସମେତ ୭ ଜଣକୁ କୋର୍ଟ ଚାଲାଣ : ୬ ଜଣକୁ ପଚରା ଉଚରା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରେମ କରିବା ମହଙ୍ଗା ପଡିଲା । ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ୧୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ସେଥିମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲା ଟିକାପୁଟ ଗାଁ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ଲମତାପୁଟ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ
Read More...

ଆଜି କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ ହେବ ନୂଆଦିଲ୍ଲୀ : ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ ରୂପରେ କର୍ତ୍ତବ୍ୟ ପଥ ନାମରେ
Read More...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ

ବୌଦ୍ଧ : ବୌଦ୍ଧ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ । ଲୋଇସିଂହା ଜଡ଼ାମୁଣ୍ଡା ଠାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଇଛି । ମୃତକ ମାନେ ହେଲେ ଜଡ଼ାମୁଣ୍ଡା ଗ୍ରାମର
Read More...

ଶାନ୍ତିପଡ଼ାରେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ସରକାରୀ କଂଟ୍ରୋଲ୍‌ ସାମଗ୍ରୀ ବଂଟନ କେନ୍ଦ୍ର ଗଳି ସ୍ଥିତ ଅବସରପ୍ରାପ୍ତ ଛତ୍ରିଆ ଅମିନ୍‌ଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ଯୁବକ ଆଜି ସଂଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବକ ଜଣକ ସୋନପୁର ଜିଲ୍ଲାର ଉଲୁଣ୍ଡା ଅଂଚଳର
Read More...

ଛତ୍ରପୁରଠାରେ ବର୍ଣ୍ଣାଢ୍ୟ ସାମାରୋହରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ସମଗ୍ର ଓଡିଶାରେ ଉତ୍ସବମୂଖର କରି ଲୋକାଭିମୁଖୀ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ୩ ନଂ ୱାର୍ଡ ସାକିଲାଡିହି ଗ୍ରାମର ଏକ ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ସାକିଲାଡିହି ଗ୍ରାମର ସୁରେନ୍ଦ୍ର ସିଂଙ୍କ ଝିଅ ସାଲୋନୀ ସିଂ(୨୦) ଚାକିରି ପାଇଁ ପରୀକ୍ଷା
Read More...

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥୀ

ନୂଆପଡା, (ନିରାକାର ମେହେର) : ବାଜା ବଜେଇ ନାଚ ଗୀତରେ ମସଗୁଲ ହୋଇ ଆସୁଛନ୍ତି ବରଯାତ୍ରୀ । ପଛରେ ପଛରେ କାରରେ ବସି ଆସୁଛି ବର । ସେପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ବୋହୂ ବେଶରେ ସଜେଇ ହୋଇ ଅପେକ୍ଷା କରିଛି କନିଆ । ଏହା କୌଣସି ସାଧାରଣ ବାହାଘର ନୁହେଁ । ଦୁର୍ଦ୍ଦାନ୍ତ ମାଓ ସଂଗଠନର ପ୍ରେମୀ
Read More...