tur
Daily Archives

ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୨୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ
Read More...

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧ ସ୍ଥିତ ବନଦୁର୍ଗା ଠାରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଶ୍ଵିନ ଶୁକ୍ଳପକ୍ଷ ୨୬/୯ ସୋମବାର ଦିନ ସକାଳ ୭.୩୦ମି.ରେ କଳସାଧିବାସ, ଅଙ୍କୁରାରୋପଣ, ଅଖଣ୍ଡ ଦୀପ ପ୍ରଜ୍ଜଳନ ପୂଜାରମ୍ଭ ଏବଂ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ
Read More...

‘ଗଞ୍ଜାମର ସ୍ୱାଧୀନତା ସଂଗ୍ରାମୀ’ ଶୀର୍ଷକର ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲାର ଅବଦାନ ସର୍ବ ବିଦିତ । ଚକରା ବିଷୋୟୀଙ୍କ ଭଳି ବିପ୍ଳବୀଙ୍କ ପ୍ରଚଣ୍ଡ ଆନ୍ଦୋଳନ ସମସ୍ତ ବ୍ରିଟିଶ୍ ଶାସନକୁ ଚକିତ କରିଥିଲା । ଏହି ପରିପ୍ରେକ୍ଷୀରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକରେ 'ଗଞ୍ଜାମର
Read More...

ଗୋପାଳପୁର ପରିକ୍ରମା କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ପରିଦର୍ଶନର ଦ୍ୱିତୀୟ ଦିନରେ ଅହିଂସା ରଥଟି ଗୋପାଳପୁର ପରିକ୍ରମା କରିଥିଲା । ସ୍ଥାନୀୟ ଜନତା ଉଲ୍ଲାସର ସହ ଗଣନାଟ୍ୟ ଏବଂ ଅଭିନୟ ପ୍ରଦର୍ଶନ କରି ରଥର ଭବ୍ୟ ସ୍ୱାଗତ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା
Read More...

ବୃକ୍ଷ ରୋପଣ‌ ପାଇଁ ଅଣ୍ଟା‌ ଭିଡିଛନ୍ତି ପ୍ରକୃତିବନ୍ଧୁ ଅନନ୍ତ କୁମାର ମେହେର ଓ‌ ଗୋବିନ୍ଦ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ‌, ପରିବେଶ ବଞ୍ଚିଲେ‌ ଆମେ‌ ବଞ୍ଚିବା‌, ଏହି‌ ମହାମନ୍ତ୍ରକୁ‌ ସାକାର୍‌ କରିବା‌ ପାଇଁଁ ତଥା‌ ପରିବେଶ ପ୍ରଦୂଷଣରୁ‌ ରକ୍ଷା ପାଇବା ପାଇଁ ପାଣିପାଗ ଜଳବାୟୁ ସନ୍ତୁଳନ‌ ଲାଗି‌ ବୃକ୍ଷ ରୋପଣ ଅତ୍ୟନ୍ତ ଜରୁରୀ ‌। ଦୁଇ ଜଣ ବନ୍ଧୁ ଆପ୍ରାଣ
Read More...

ମା’ ଶ୍ୟାମକାଳୀ ମନ୍ଦିର ଶାରଦୀୟ ନବଦିନାତ୍ମକ ପୂଜାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ମା' ଶ୍ୟାମକାଳୀ ମନ୍ଦିର‍ରେ ଗତ କାଲିରୁ ଶାରଦୀୟ ନବରାତ୍ର ପୂଜାରମ୍ଭ ହୋଇଯାଇଛି । ସକାଳୁ ଭକ୍ତମାନଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଥିଲା । ସକାଳ ଘ. ୭.୩୦ମି. ପରେ ମାନସିକ ଅଖଣ୍ଡ ଦୀପ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଭଗବତୀ ମା'
Read More...

ଜେଇ ନିଯୁକ୍ତି ଦାବୀ ତେଜିଲା

୧୫ ଦିନ ମଧ୍ୟରେ ନିଯୁକ୍ତି ନ କଲେ ତାଳା ବନ୍ଦ ଆନ୍ଦୋଳନ ଚେତାବନୀ ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସରୁ ଅଧିକ ହେଲା ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତରେ ମାତ୍ର ୩ ଜଣ କନି‌ଷ୍ଠ ଯନ୍ତ୍ରୀ ଅଛନ୍ତି । ଗୋଟିଏ ପଞ୍ଚାୟତରେ ଗୋଟିଏ କିମ୍ବା ୨ଟି ପଞ୍ଚାୟତରେ ଗୋଟିଏ ଜେଇ ରହିଲେ କାମର
Read More...

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ଦଧାନା
Read More...

ଦେଓଗାଁରେ ଉଗ୍ରେସନ ମାହାରାଜଙ୍କ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ମରୱାଡି ମହିଳା ସମିତି ତଥା ଅଗ୍ରୱାଲ ସମାଜ ପକ୍ଷରୁ ଗତକାଲି ମହାରାଜ ଉଗ୍ରେସନଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦେଓଗାଁ କଛାରପାଲିର ଜଗନ୍ନାଥ ମନ୍ଦିରରୁ ଅପରାହ୍ନ ସାଢ଼େ ୩ଟା ସମୟରେ ମହାରାଜ ଉଗ୍ରେସନଙ୍କ
Read More...