Monthly Archives

August 2022

ବନ୍ୟା ବିପନ୍ନଙ୍କୁ ସହାୟତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସବୁଆଡେ ଜଳାର୍ଣ୍ଣବ, ଲୋକେ ଭୋକ ଉପାସରେ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି । ଏଭଳି ପରିସ୍ଥିତିରେ ଡେଲାଙ୍ଗ-ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ଵକେସନ
Read More...

ବରପାଲି ସହରରେ କଂଗ୍ରେସର ପ୍ରତିବାଦ ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ନେତୃତ୍ୱରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବରପାଲି ଏନଏସି ଗାନ୍ଧୀ ଛକଠାରେ ଦରଦାମ ବୃଦ୍ଧି ବିରୋଧରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ
Read More...

ଆନ୍ତଃଜିଲ୍ଲା ମୋବାଇଲ ଟାୱାର ତାର ଚୋରି ଗ୍ୟାଙ୍ଗ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ପୋଲିସ ହାତରେ ଆନ୍ତଃଜିଲ୍ଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ ଧରାପଡ଼ିଥିବା ଜଣାପଡିଛି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଗ୍ୟାଙ୍ଗ ବିଭିନ୍ନ ମୋବାଇଲ ଟାୱାରରୁ ଲକ୍ଷ ଲକ୍ଷ ଟଙ୍କାର ତମ୍ବା ତାର ଚୋରି କରିଥିଲେ । ସୂଚନା ଅନୁସାରେ ଗତ
Read More...

ବନ୍ୟାରେ ଡେଲାଙ୍ଗ-କଣାସ ରାସ୍ତା ପାଲଟିଛି ମରଣଯନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରୁ କଣାସକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରୁ ବନ୍ୟାଜଳ କମିଯାଇଥିଲେ ମଧ୍ୟ ରାସ୍ତାସାରା ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ରାସ୍ତାପାର୍ଶ୍ଵ ଧୋଇଯାଇଛି । ବିଶେଷ କରି ବଡ଼ ଆଂକୁଲା ଛକଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ରାସ୍ତା
Read More...

ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଞ୍ଚାୟତର ପାଣ୍ଡେସରା ଗ୍ରାମ ଅଙ୍ଗନୱାଡି କେନ୍ଦ୍ରଠାରେ 'ଆଜାଦୀ କା ଅମୃତ ମହୋତ୍ସବ' ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର କିଶୋରୀମାନଙ୍କୁ ନେଇ ଆୟୋଜିତ
Read More...

ବଢିଲା ନଦୀରେ କାମ କରିବା ବଡ ଚ୍ୟାଲେଞ୍ଜ ଥିଲା- ରୁଦ୍ରପ୍ରତାପ

ଡେଲାଙ୍ଗ, କଣାସ ବ୍ଲକରେ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହେଲା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ବର୍ଷା ପରେ ବନ୍ୟା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରଳୟଙ୍କରୀ ବନ୍ୟା ହେବାରୁ ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବେଡି ଉପରେ କୋରଡ଼ା ସଦୃଶ
Read More...

ବୋଲେରୋକୁ ପଛରୁ ପିଟିଲା ବୋଲେରୋ : ୯ ଆହତ, ୨ ଗୁରୁତର

ଆନନ୍ଦପୁର : ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋକୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବୋଲେରୋ ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ୨୦ ନଂ ଜାତୀୟ ରାଜପଥ
Read More...

ଗାଁରୁ ମହାମାରୀ ରୋଗ ଦୂର ପାଇଁ ଛେନା ପନା ପର୍ବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲୁହାସିହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଛେନା ପନା ସହ ଗ୍ରାମ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପରମ୍ପରା ଅନୁଯାୟୀ ପଶ୍ଚିମାଞ୍ଚଳର ପ୍ରତ୍ୟେକ ଗାଁଗୁଡିକରେ କୋଦୋ ଯାତ୍ରା, ମାଡେନ ଯାତ୍ରା, ବିଶେଷ କରି
Read More...

ନଦୀରେ ଭାସି ଯୁବକ ନିଖୋଜ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ନିଖୋଜ ଯୁବକ ଜଣକ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ
Read More...

କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା : ଋଣ ପାଇଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ନକୁଳଗୁଡା ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଚାଷୀ ଜଣକ ହେଉଛନ୍ତି ନକୁଳଗୁଡା ଗ୍ରାମର ଡୁମର ହରିଜନ (୬୦) । ସେ ଜମିରେ ପକାଇବା କୀଟନାଶକ ଖାଇ ରବିବାର ଗୁରୁତର ହୋଇ ପଡିଥିଲେ ।
Read More...