Monthly Archives

August 2022

ପାଟଣାଗଡରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳକାନ୍ତ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପାଟଣାଗଡ଼ ବିଧାୟକ ତଥା
Read More...

ବିଲେଇସର୍ଡା ହାଇସ୍କୁଲ ତରଫରୁ ଆଲୋଚନାଚକ୍ର

“କବି ଗଙ୍ଗାଧରଙ୍କ ସୃଷ୍ଟି ଜଗତରେ ବିଚରଣ କରୁଥିବା ପ୍ରତ୍ୟେକଟି ଚରିତ୍ର ଅତି ଶୃଙ୍ଖଳାର ସହ ଚିତ୍ରିତ” ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ହାଇସ୍କୁଲ ତରଫରୁ ମାଟିର କବି ଗଙ୍ଗାଧର ଶୀର୍ଷକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ
Read More...

ବରପଦନପୁରରେ ବନ୍ୟା ବିପନ୍ନଙ୍କୁ ସରକାରୀ ପଲିଥିନ୍‍ ବଣ୍ଟନ

ବାଙ୍କୀ : ବାଙ୍କୀରେ ମହାନଦୀର ବନ୍ୟା ପ୍ରଭାବରେ ବିଲିପଡ଼ା ପଞ୍ଚାୟତର ସମସ୍ତ ଗ୍ରାମ ଅଧିକ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ହୋଇଥିଲା । ଗ୍ରାମରେ ପ୍ରତି ଘରେ ୫ରୁ ୧୦ଫୁଟ ପାଣି ଥିଲା । ୧ସପ୍ତାହ ଧରି ଗ୍ରାମବାସୀ ଜଳବନ୍ଦୀ ଜୀବନ କଟାଇଥିଲେ । ଏହି ପରିପ୍ରେକ୍ଷୀରେ ଡମପଡ଼ା ତହସିଲ ପକ୍ଷରୁ ବରପଦନପୁର
Read More...

ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ବୃକ୍ଷ ରୋପଣ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଙ୍କୀ : ଡମପଡ଼ା ବ୍ଲକ ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗ ଓ ମନରେଗା ଯୋଜନାର ମିଳିତ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ପାଇଁ ସ୍ଥାନୀୟ ରଗଡ଼ି ବିଏସ୍‍ ନୋଡାଲ ସରକାରୀ ହାଇସ୍କୁଲ ପରିସରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ
Read More...

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ…

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ଦ୍ଵିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି
Read More...

ନୃସିଂହନାଥ ଇକୋଟୁରିଜମ ପରିଚାଳନା ପାଇଁ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଅବସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିର, ଏହାର ଅନତି ଦୂରରେ ବନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ଇକୋଟୁରିଜମ ବା ପ୍ରକୃତି ନିବାସ । ଏହି ପ୍ରକୃତି ନିବାସକୁ ପରିଚାଳନା ପାଇଁ ଜର୍ଜଗଡ଼ର ବନ ସଂରକ୍ଷଣ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି ସହ ଜିଲ୍ଲାର ତରଭା, ବୀରମହାରାଜପୁର ବ୍ଲକ ଅଂଚଳର ୦୪ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ
Read More...

ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଶିଳାନ୍ୟାସ

ରେଙ୍ଗାଲି : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ଅନ୍ତର୍ଗତ ୯ନଂ ୱାର୍ଡରେ ଥିବା ଦୀର୍ଘ ବର୍ଷର ପୁରୁଣା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଥିଲା । ଯାହାକି ଆଜି ୬୭ ଲକ୍ଷ ୧୦ ହଜାର ୪୦୦ ସହ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରିବା ପାଇଁ ଶିଳାନ୍ୟାସ ହୋଇଯାଇଛି । ଏଥିରେ ସ୍ଥାନୀୟ
Read More...

ଟ୍ରକ ଧକ୍କାରେ ଲୁନା ଚାଳକ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜାମୁଝରୀ ପଞ୍ଚାୟତର ଜାମୁଝରୀ ଘାଟିରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାପଡିଛି ଯେ, ଲୁନା ଯୋଗେ ଅରକ୍ଷିତ ବେହେରା(୫୫) ଫୁଲବାଣୀରୁ ନିଜ ଗାଁ ଜାମୁଝରୀକୁ ଫେରୁଥିବା ସମୟରେ ଜାମୁଝରୀ
Read More...

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ । ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ 'ଜାତୀୟ ଶିକ୍ଷକ ପୁରସ୍କାର' ପାଇବେ ବୋଲି ସୂଚନା ମିଳିଛି । ଈଶ୍ୱରଚନ୍ଦ୍ର
Read More...