ମହାନଦୀକୁ ଡେଇଁ ଯୁବକ ନିଖୋଜ
କଟକ : କଟକ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖି ଯୁବକ ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି । ତେବେ ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଯୁବକଙ୍କ ଡିଏଲ୍ ଓ ପ୍ୟାନ୍ କାର୍ଡ ଗାଡିରୁ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Read More...
Read More...