Monthly Archives

August 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ
Read More...

୨୦୨୧ ବର୍ଷର ବୀମା ରାଶି ପ୍ରଦାନ ଦାବୀରେ ତହସିଲ ଅଫିସ ଘେରାଉ କଲେ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଶତାଧିକ ଚାଷୀ ଗତକାଲି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୦୨୧ ବର୍ଷର କୃଷି ବୀମା ପାଇ ନଥିବାରୁ ଚାଷୀମାନେ ଘେରାଉ କରି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ
Read More...

ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଶୁଦ୍ଧିକ୍ରିୟା ଅବସରରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ ଗରିବ ଯୁବକ ସ୍ୱର୍ଗତ କୀର୍ତ୍ତନ ଚନ୍ଦନଙ୍କ ଶୁଦ୍ଧିକ୍ରିୟା ଅବସରରେ ରାଜକୁମାର
Read More...

ୟୁରୋ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ଆନୁକୂଲ୍ୟରେ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ
Read More...

୯୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଗତ ଚାରି ବର୍ଷ ତଳେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ୱାରା ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମର ୯୫ତମ ଭାଗ ଚାରି ଛକ (ବିରମାଲ)ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ
Read More...

ଆଗଲପୁର ବକ୍‌ଟି ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବକ୍‌ଟି ପ୍ରାଥମିକ ବିଦ୍ୟାଳୟଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଲକ ପ୍ରାଥମିକ ସଂଘର ସଭାପତି ଦୁର୍ୟ୍ୟୋଧନ ପସାୟତ ସଭାପତିତ୍ୱ କରିଥିଲେ । ଏଥିରେ ଆଗଲପୁର ବ୍ଲକର ଏବିଇଓ ମୁଖ୍ୟ ଅତିଥି ଭାବରେ ଏବଂ
Read More...

ସ୍ୱାୟତ୍ତ ଶାସନ ପୂର୍ବରୁ ସହରକୁ ସରସ ସୁନ୍ଦର କରିବାରେ ତହସିଲଦାରଙ୍କ ପ୍ରଶଂସନୀୟ ଉଦ୍ୟମ

ଗଞ୍ଜମ, (ପ୍ରଦୀପ କୁମାର ପଣ୍ଡା) : ଗୋଟିଏ ଦିନ ପରେ ସ୍ୱାୟତ୍ତ ଶାସନ ଦିବସ । ଯାହାକୁ ନେଇ ଗଞ୍ଜାମ ଏନ୍‌ଏସି ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରକୁ ମହାସମାରୋହରେ ପାଳନ କରିବା ନେଇ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଲକ୍ଷ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବିଜ୍ଞାପିତ ଅଂଚଳର କାର୍ଯ୍ୟ
Read More...

କେ.ଭି. କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜିସ୍ଥିତ କେ.ଭି. କଲେଜରେ ଜାତୀୟ କ୍ରୀଡା ଦିବସ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁକ୍ତ ଦୁଇ ଓ
Read More...

ବଲାଙ୍ଗିର ଜିଲ୍ଲାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିକ୍ରମା ସକାଶେ ଜିଲ୍ଲାକୁ ଆସିଥିବା ୨ ଗୋଟି ଅହିଂସା ରଥକୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସରଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଇରାସରଠାରେ ଅତିରିକ୍ତ ଜିଲ୍ଳାପାଳ ଲମ୍ବୋଧର ଧରୁଆ, ଅତିରିକ୍ତ ଜିଲ୍ଲାପାଳ
Read More...

ଜିଲ୍ଲା ହକି ସଂଘର ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଏବିଏସ୍‌ଏସ୍‌ କ୍ଲବ ସଭା ଗୃହରେ ବଲାଙ୍ଗିର ଜିଲ୍ଲା ହକି ସଂଘ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ତଥା ମେଜର ଧ୍ୟାନ ଚାନ୍ଦ ଜୟନ୍ତୀ ପାଳନ ହୋଇଯାଇଛି । ସଂଘର ସଂପାଦିକା ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍‌ ସୁଶ୍ରୀ ଆନନ୍ଦିନୀ
Read More...