Daily Archives

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର : ୮୦ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଅବସରରେ "ସଂକଳ୍ପ ପରିବାର" ଓ ୧୧ ଷ୍ଟାର କ୍ଲବ, ବରଗଡ଼ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେନା କର୍ମଚାରୀ ଅରୁଣ ରଥ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ
Read More...

ଇସ୍‌କନ୍‌ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ୧୮ରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ କୃଷ୍ଣ ସଚେତନତା ସଙ୍ଗଠନ-ଇସ୍‌କନ୍‌ ପକ୍ଷରୁ ରାଉରକେଲାର ଭଞ୍ଜଭବନ ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହେବ । ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି । ୧୮
Read More...

୭୬ତମ ସ୍ୱାଧୀନତା ଦିବସ ଓ ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ, ଦେଶର ୭୬ତମ ସ୍ୱାଧୀନତା ଦିବସ ତଥା ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ସହକାରେ ସଙ୍ଘ ପରିସରରେ ପାଳନ କରିବା ସଂଗେ ସଙ୍ଗେ ଦେଶାତ୍ମକବୋଧ କବିତା ପାଠ କରାଯାଇଥିଲା । ସକାଳ ୧୦.୩୦ ମିନିଟ ସମୟରେ
Read More...

ଡାଙ୍ଗବାହାଲ ଗାଁରେ ନିଆରା ଢଙ୍ଗରେ ୭୬ତମ ସ୍ଵାଧୀନତା ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଛାତ୍ରଛାତ୍ରୀଙ୍କ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଲା ମଞ୍ଚ ପାଟଣାଗଡ଼, (କେପିଏନ୍‌ଏସ୍‌) : ରାଜ୍ୟ ତଥା ସାରା ଦେଶରେ ୭୫ ବର୍ଷ ପୂର୍ତ୍ତି ଅବସର ଆଜାଦୀ କା ଅମୃତ ମହୋତ୍ସବ ଓ ୭୬ତମ ସ୍ଵାଧୀନତା ଦିବସକୁ ମହାଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲେ ୩ଟି ବ୍ଲକର ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଂଜି ନିର୍ବାଚନ ମଂଡଳୀର ୩ ଗୋଟି ବ୍ଲକର ୬୭ ଗୋଟି ପଂଚାୟତର ଋଣୀ ଓ ଅଣ ଋରୀ ଛାଷୀମାନଙ୍କୁ ଖରିଫ-୨୦୨୧ର ଇନ୍ସୁରେନ୍ସ ମିଳିବା ଦାବୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୩ ଗୋଟି ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ଯାଦବ ଭବନ
Read More...

ବଲାଙ୍ଗିର ମାଁ ଦୁର୍ଗା ମନ୍ଦିରର ଚିତ୍ର ଆଙ୍କି ଏସିଆ ଷ୍ଟାର ଆଇକନ୍‌ ଏଚିଭର୍‌ ଏୱାର୍ଡ ପାଇଲେ ସ୍ୱାତି ସୁରଚିତା ଗୁରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଁ ଦୁର୍ଗା ମନ୍ଦିର ଚିତ୍ର ଆଙ୍କି ଏସିଆ ଷ୍ଟାର ଆଇକନ୍‌ ଏଚିଭର୍‌ ଏୱାର୍ଡ ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ମାଟିର ଝିଅ ସ୍ୱାତି ସୁରଚିତା ଗୁରୁ । ଏହି ସଫଳତା ଆଣି ସାରା ରାଜ୍ୟରେ ଜିଲ୍ଲାକୁ ଗର୍ବିତ କରିଥିବା ବେଳେ ଏଥିପାଇଁ ତାଙ୍କୁ
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବାକୁ ନେଇ ଟାଉନ ପୋଲିସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବୀମା ରାଶି ପ୍ରଦାନ ଦାବୀରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ
Read More...

ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୫ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣ ଉଦ୍ଦେଶ୍ୟରେ ସିଆଇଟିୟୁ, ଏଆଇକେଏସ୍, ଏଆଇଏଡବ୍ଲ୍ୟୁୟୁର ମିଳିତ ଆନୁକୂଲ୍ୟରେ ରାଉରକେଲା ସେକ୍ଟର ୨ ବସଷ୍ଟାଣ୍ଡଠାରେ ସମୂହ ଉଜାଗରରେ ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା
Read More...

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ଖଟିଆରେ ବୁହା ହେଲେ ବୃଦ୍ଧା

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି । ବିକାଶ କ୍ଷେତ୍ରରେ ବାଃ ବାଃ ନେଉଛନ୍ତି ସରକାର । ହେଲେ ତୃଣମୂଳସ୍ତରରେ ବିକାଶର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ୮୦ ବର୍ଷୀୟ ବୃଦ୍ଧା । ନୂଆପଡା
Read More...

କ.ନୂଆଗାଁ ବ୍ଲକରେ ସ୍ୱାଧୀନତା ଦିବସ ପାଳନ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅଞ୍ଚଳରେ ଥିବା ୧୪ଟି ପଞ୍ଚାୟତ ଓ ସମସ୍ତ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କୁଡୁତୂଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମହାସିଂ
Read More...