Daily Archives

ମୋବାଇଲ ଦୋକାନରୁ ସିନ୍ଧି ଚୋରି ଅଭିଯୋଗ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ଗୋଲାଇ ଛକରେ ଥିବା ସାବୀ ମୋବାଇଲ ଦୋକାନରୁ ବୁଧବାର ରାତିରେ ସିନ୍ଧି ଖୋଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନ ମାଲିକ ଗୋହିରାପଦର ଗ୍ରାମର ଜଳ ମେହେର ଗୁରୁବାର ଦିନ ଥାନାରେ ଏକ ଏତଲା ଦେଇଛନ୍ତି । ଦୋକାନରେ ଥିବା ମୋବାଇଳ ଫେସନ,
Read More...

ବାଇକ ଚୋରି ମାମଲାରେ ୩ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ ଚୋରି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ବିମଳ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଅନିଲ ସେଠ, ଅନ୍ୟକିଛି ଅଭିଯୁକ୍ତ ଫେରାର ଅଛନ୍ତି । ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ଅନିଲକୁ ପ୍ରଥମେ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଲହୁଣୀପଡ଼ା ବ୍ଲକ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଲହୁଣୀପଡ଼ା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି । ସେଥିମଧ୍ୟରେ ରହିଛି ରୂପାନ୍ତରିତ ହାଇସ୍କୁଲ,
Read More...

ଏବେ ମାଗଣାରେ ମିଳୁଛି କୋଭିଡ୍ ପ୍ରିକସନ ଡୋଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ ରୁ ୫୯ ବର୍ଷ ବୟସ୍କମାନଙ୍କ ପାଇଁ ଏବେ ମାଗଣାରେ କୋଭିଡ୍ ପ୍ରିକସନ୍ ଡୋଜ୍ ମିଳୁଛି । ସମସ୍ତ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରରେ ଏହି ଟୀକା ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ମାସ ପରେ ପରେ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ
Read More...

ଓଡ଼ିଶା ବିଧାନସଭାର ବାଚସ୍ପତି ଓ ଲୋକସଭା ବାଚସ୍ପତିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଗତକାଲି ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ଆରୁଖ ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନ
Read More...

ଏବେ ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ହେଲା ଆହୁରି ସହଜ, ବର୍ଷକୁ ଚାରି ଥର ସୁଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏବେ ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ହେଲା ଆହୁରି ସହଜ, ଏଥିପାଇଁ ନିର୍ବାଚନ ଆୟୋଗର ପକ୍ଷରୁ ବର୍ଷକୁ ଚାରି ଥର ସୁଯୋଗ ରହିଛି ବୋଲି ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ରାଉରକେଲା ଗସ୍ତ

ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଭିତ୍ତିକ ଉଦ୍ୟୋଗର ବିକାଶ କରାଯାଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିର୍ଦ୍ଦେଶରାଉରକେଲାରେ କ୍ରୀଡ଼ା ଭିତ୍ତିଭୂମିର ଅନୁଧ୍ୟାନ, ଓଏସ୍‌ଏପି କ୍ୟାମ୍ପସରେ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ରାଉରକେଲା, (ସସ୍ମିତା
Read More...

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଉପସଚିବଙ୍କ ବରଗଡ ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜଳ ଜୀବନର ପ୍ରାଥମିକ ଆବଶ୍ୟକତା, ତେଣୁ ଏହାକୁ କିପରି ଆଗାମୀ ଦିନରେ ସଂରକ୍ଷଣ କରି ରଖା ଯାଇ ପାରିବ ସେଥିପ୍ରତି ଆଜି ଠାରୁ ଯତ୍ନ ବାନ ହେବା ଦରକାର ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜଳ ଶକ୍ତି ଅଭିଯାନ ବୈଠକରେ
Read More...

ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରର ଉଦଘାଟନୀ ସମାରୋହ

ବ୍ରିକ୍ସ ରାଷ୍ଟ୍ରର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା
Read More...

ଲୋକସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାର ୮ଟି…

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଭାରତ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଅଧୀନରେ ରାଜ୍ୟକୁ ମିଳୁଥିବା ଲାଭ ସମ୍ପର୍କରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଶ୍ରୀ ଟୁଡୁ
Read More...