Monthly Archives

July 2022

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଦ୍ୱିତୀୟ ସୋମବାର ଦିନ ବଙ୍ଗୋମୁଣ୍ଡା ବ୍ଲକ କାର୍ଯର୍ର୍ର୍୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ
Read More...

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଯୁବ ରେଡକ୍ରସ ୟୁନିଟ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ
Read More...

ସାର କଳାବଜାରୀ କରୁଥୁବା ଡିଲରଙ୍କ ପ୍ରତି ଅଙ୍କୁଶ ଲଗାଇବା ସହ ଲାଇସେନ୍ସ ରଦ୍ଦ କରିବା ଦାବୀରେ ଜିଲ୍ଲା କୃଷି…

ପାଟଣାଗଡ଼, (ଗୋରେଖନାଥ ବରିହା) : ଉନ୍ନତ ମାନର ଧାନ, କପା, ପନିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯିବା
Read More...

ଜୟପାଟଣାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର
Read More...

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ

ନିରାକାରପୁର : ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନସ୍ଥ ଗୋଲାବାଇ ଛକ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟି କିଛି ଦିନ ହେଲା ଉକ୍ତ ଅଞ୍ଚଳକୁ ଆସି ଆତଙ୍କ ଖେଳାଉଥିଲା ।
Read More...

ଭବାନୀପାଟଣାଠାରେ ବିଶ୍ୱ ଜନସଂଖ୍ୟା ଦିବସ – ୨୦୨୨ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ଵ ଜନସଂଖ୍ୟା ଦିବସ ପାଳନ କରାଯାଏ । ଏହି ଅବସରରେ ଆଜି ଭବାନୀପାଟଣା ଡିଏଚ୍‌ଏଚ୍‌ ସମ୍ମିଳନୀ ଗୃହରେ ସକାଳ ୧୦.୦୦ଘଣ୍ଟା ସମୟରେ ଜିଲ୍ଲା ଜନ
Read More...

ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱର : ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ବଜ୍ରପାତରେ ଅନେକ ଜୀବନ ଯାଉଥିବାରୁ ଲାଇଟେନିଂ ରିସର୍ଚ୍ଚ ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହୋଟେଲ ବନମାଳୀ ପେଲେସଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଦୈନିକ ଖବର କାଗଜ 'ପ୍ରମେୟ'ର
Read More...

ଦପଲା ସମିତି ସଭାପତି ହେଲେ ଶୈଳେନ୍ଦ୍ର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଦପଲା ସେବା ସମବାୟ ସମିତି ସଭାପତି ଭାବରେ ଶୈଳେନ୍ଦ୍ର କୁମାର ବାରିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି
Read More...

କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ୧ ମୃତ, ୧ ଗୁରୁତର

ସମ୍ବଲପୁର : ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକରେ ବୋଝେଇ ହୋଇ ଯାଉଥିବା କାର୍ବନ ଆନୋଡ୍ ବ୍ଲକ ବାଟରେ ଖସିପଡିବାରୁ ପଛରେ ଯାଉଥିବା ବାଇକ ଆରୋହୀ ଉକ୍ତ କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ କାଲୁପଡାର ଗୁଲାପ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ
Read More...