Monthly Archives

July 2022

ମୋରମ ଖାଦାନରେ ପଡି ଶିଶୁ ମୃତ

ସୋର : ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତରେ ଚାଲିଥିବା ବେଆଇନ ମୋରମ ଖାଦାନରେ ପଡି ଆଜି ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗଡ଼ପୋଖରୀ ପଞ୍ଚାୟତ ଗୋଆପାଳ ଓ ଗଗୁଆରେ ବେଆଇନ ମୋରମ ତାଡି ନେବା ପରେ ସେହି ସ୍ଥାନରେ ବଡ଼ବଡ଼ ଘାଇ ସୃଷ୍ଟି ହେଉଛି । ଫଳରେ ବର୍ଷା ହେବା
Read More...

ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନାଙ୍କୁ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ପୋଲିସ ଗିରଫ କରିଛି । ସନ୍ତୋଷଙ୍କ ନାଁରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ବନ୍ଧଗାଁ ଥାନା ସେସୋ ଗାଁରେ ଥିବା ଶଶୁରଘରକୁ
Read More...

ବସୁଧୈବ କୁଟୁମ୍ବକମ୍‌ର ପରିବେଶ ସୁରକ୍ଷା ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ପବିତ୍ର ଗୁରୁପୂର୍ଣିମା ଅବସରରେ ବନ ମହୋତ୍ସବ ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱରେ ଏହି
Read More...

ତିନି ବ୍ଲକର ମଧ୍ୟସ୍ଥଳୀରେ ଉଦ୍‌ଘାଟନ ହେଲା ଏଟିଏମ୍‌

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରେ ୩ଟି ବ୍ଲକର ମଧ୍ୟ ସ୍ଥଳରେ ଗଣ୍ଡାବାହାଲି ଗ୍ରାମ ଅବସ୍ଥିତ । ପାଖାପାଖି ୧୫ରୁ ଅଧିକ ଗ୍ରାମ ପଂଚୟତ ଗଣ୍ଡାବାହାଲି ଉପରେ ନିର୍ଭରଶୀଳ । ଏଟିଏମ୍ ବ୍ୟବସ୍ଥା ନ ଥିବାରୁ ବ୍ଲକ୍ ହେଡ୍ କ୍ୱାଟର ଖଡିଆଳ, ବୋଡେନ ଓ
Read More...

ହାଇକୋର୍ଟଙ୍କ ବଡ ଆଦେଶ : ଅନୁକମ୍ପା ନିଯୁକ୍ତି ପୂର୍ଣ୍ଣକାଳିକ ନିଯୁକ୍ତି, ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପରିଣତ…

ଜବଲପୁର : ଏକ ୨୦ ବର୍ଷ ପୁରୁଣା ମାମଲାରେ ଜବଲପୁର ହାଇକୋର୍ଟ କହିଛନ୍ତି ଯେ, ଅନୁକମ୍ପା ନିଯୁକ୍ତିକୁ ଚୁକ୍ତି ନିଯୁକ୍ତିରେ ପରିଣତ କରାଯାଇପାରିବ ନାହିଁ । ସରକାରଙ୍କ ଏହି ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ
Read More...

ବଡ଼ମାଲ ଗୋଳାବାରୁଦ କାରଖାନା ସେବା ସମବାୟ ସମିତିରେ ସଞ୍ଜୟ କୁମାର ମୁନ ସଭାପତି ଭାବେ ନିର୍ବାଚିତ, ମଜଦୁର ୟୁନିୟନରେ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଲ ବହୁମୁଖୀ ସେବା ସମବାୟ ସମିତିର ସଭାପତି ପଦ ପାଇଁ ଗତ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଜଦୁର ସଂଘରୁ ସଞ୍ଜୟ କୁମାର ମୁନ ଓ ପୀତବାସ ପଟେଲ ନାମାଙ୍କନ ପତ୍ର ଦାଖଲ
Read More...

ନାବାଳିକାଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅନକାପୁର ଗ୍ରାମର କନ୍ଦର୍ପ ରଣାଙ୍କ ଝିଅ କିଶୋରୀ ରଣା ଆଜି ଦିନ ୧୦ଟାରେ ଘରେ କେହି
Read More...

୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଜୁନିଅର ରେଡକ୍ରସ ୟୁନିଟ ଗଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ମାୟାବର୍ହାଠାରେ ଜୁନିଅର ରେଡକ୍ରସ ୟୁନିଟ ଆଜି ଶନିବାର ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍କୁଲର ପରାମର୍ଶଦାତା
Read More...

ରାଜସ୍ଥାନ ବିଧାନସଭା ନିର୍ବାଚନ-୨୦୨୩ ପାଇଁ ‘ଆପ୍‌’ ଅଂଟା ଭିଡ଼ିଲା, ୨୦୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା…

ଜୟପୁର : ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ରାଜନୀତି ଉଷ୍‌ଷ୍ମତା ଦେଖା ଦେଇସାରିଛି । ଆମ୍ ଆଦମୀ ପାର୍ଟି ମଧ୍ୟ ରାଜସ୍ଥାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ ରାଜସ୍ଥାନରେ ୨୦୦ଟି ଆସନ
Read More...

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି । ପବିତ୍ର ବେଦ ମନ୍ତ୍ର ସହ ପୂଜା ପାଠ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ପୂଜା କର୍ତ୍ତା ରୂପେ ଥାନା ଅଧିକାରୀ ରମାକାନ୍ତ ସାହୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି
Read More...