ଛତ୍ରପୁର ଓକିଲ ସଂଘ ପକ୍ଷରୁ ନୂତନ ଏଡ଼ିଜେ ଓ ଜେଏମଏଫସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ବୁଧବାର ଛତ୍ରପୁର ଓକିଲ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏଡ଼ିଜେ ମନୋରଞ୍ଜନ ଦାସ ଓ ଜେଏମଏଫସି ଜୁଏଲ ପଟ୍ଟନାୟକଙ୍କୁ ଛତ୍ରପୁର କୋର୍ଟକୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ସଭାର ଏକ!-->…
Read More...
Read More...