Monthly Archives

July 2022

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମାସ୍କ ବଣ୍ଟନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଗତ କାଲି ବଲାଙ୍ଗିର ସହରରେ ସଚେତନ କରାଯାଇ କରୋନାକୁ ରୋକିବା ପାଇଁ ୧୧୦୦ ମାସ୍କ ବଣ୍ଟନ କରାଯାଇଥିଲା ଏବଂ ଆଜି ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ
Read More...

ଦୌପଦୀ ମୁର୍ମୁଙ୍କ ଗାଁରେ ବିଜୟ ଉତ୍ସବ, ଆଦିବାସୀ ସମାଜରେ ଖୁସିର ଲହରି

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ଆଡକୁ ଯାଉଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ସିହ୍ନାଙ୍କଠାରୁ ବହୁତ ଆଗରେ ଅଛନ୍ତି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁର୍ମୁଙ୍କ ବିଜୟର ସରକାରୀ ଘୋଷଣା ମଧ୍ୟ କରାଯିବ । ଏହା ସହିତ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମାଜରୁ ଆସିଥିବା ଦେଶର
Read More...

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟାଙ୍କ ସ୍ଵାମୀ ଲୋକନାଥ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାର ଫେରାର୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ । ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ
Read More...

କାବା ହେଇଯିବ ହୋ’ : କାମ୍‌ ଚଲିଗଲେ ହେଲା..

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌ କେ
Read More...

ବଲାଙ୍ଗିର ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକର ମନହୀରା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ ଓ ୧୮ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
Read More...

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେଡିର ପଚିଶ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଲପଡାଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର
Read More...

ଫଳାଫଳ ଘୋଷଣା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ

ମୁମ୍ବାଇ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ମହାରାଷ୍ଟ୍ର ବିଜେପି ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛି । ଏହି ଉତ୍ସବରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ବହୁ ବିଜେପି
Read More...

ବିଲ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ । ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ ବେଜୋସ ଆଦାନୀଙ୍କଠାରୁ ଆଗରେ ଅଛନ୍ତି ।
Read More...

କବିତା : ଆଡିବଂଧ

ପିନାକୀ ମିଶ୍ର ଢେର ସମ୍ଭାଳିଛିସାତଗାଁକୁ ନିଦ ସ୍ୱପ୍ନ ସୁଖ ଦେଇଛି । ଶାଳୁଆ ଦାନ୍ତକାଠିକୁ ଦିଫାଳ ଚିରିବନ୍ଧ ତଳକୁ ଓହ୍ଲେଇଲେ ଜେଜେ ,ଘାଟଗାଧୁଆ ଦେହକ ଗଲାଣିଏବେ ଆଣ୍ଠୁ ଖଂଜାରେ ପୀଡା । ପଛକୁ ପଛ ଲଘୁଚାପଉପରମୁଣ୍ଡରେ ଆଣ୍ଠେଇ ପଡିଛି ମେଘଡ୍ୟାମ୍ ଫାଟକ ଖୋଲିବା ଥୟଏ ନଈସୁଅ ନା
Read More...

ସ୍କୁଲ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା । ବସ୍‌ରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ
Read More...