Monthly Archives

July 2022

ସାହାଜପିଟାଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର…

ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଛତୁ ଚାଷୀଙ୍କୁ ଛତୁ ମଞ୍ଜି ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶନିରନ୍ତର ପ୍ରୟାସ ଓ ଅଧ୍ୟବସାୟ ଦ୍ୱାରା ଯେ କୌଣସି ଲକ୍ଷ୍ୟକୁ ହାସଲ କରିହେବଜିଲ୍ଲାର ମା'ମାନେ ଶକ୍ତ ହେଲେ ଜିଲ୍ଲା ସଶକ୍ତ ହେବ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତକାଲି ସୁବର୍ଣ୍ଣପୁର
Read More...

ସଡକ ଦୁର୍ଘଟଣାରେ ଦେହାନ୍ତ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପ୍ରତି ଗଭୀର ଶୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିବା ଖବର ଶୁଣି ରାଜ୍ୟ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗ ସାମ୍ୱାଦିକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବିଭିନ୍ନ ମହଲରେ
Read More...

ମର୍ମନ୍ତୁଦ କାର୍‌ ଦୁର୍ଘଟଣା, ଗୋଟିଏ ପରିବାରର ୬ଜଣ ଗୁରୁତର

ବଣାଇ : ଜାଙ୍ଗଳା ନିକଟରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ଓଲଟି ପଡ଼ିବାର ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଗୋଟିଏ ପରିବାର ସଦସ୍ୟ ମାନେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ ।
Read More...

ଗଞ୍ଜାମ ଜିଲ୍ଲାରେ ଚିକିତ୍ସାକ୍ଷେତ୍ରରେ ସୁଧାର ଆଣିବା ଦିଗରେ ଜିଲ୍ଲାପାଳଙ୍କ ବ୍ୟାପକ ପଦକ୍ଷେପ

• ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ଡାଟାବେସ୍ ପ୍ରସ୍ତୁତ ହେବ : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାରର ପ୍ରତିଟି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ ଜଣ
Read More...

ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ବହି ବସ୍ତାନୀ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହି ବସ୍ତାନୀ ପ୍ରଦାନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣ ଗୌଡଙ୍କ
Read More...

ଆଇଆଇଟି ହାଇଦ୍ରାବାଦକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ : ବିଶ୍ୱରେ ଭାରତକୁ ଶିଖରରେ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ…

• ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦଘାଟନ କଲେ• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ହାଇଦ୍ରାବାଦ୍‌ ଏବଂ ଗ୍ରୀନକୋ ମଧ୍ୟରେ ଏମଓୟୁ• ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ହସ୍ପିଟାଲକୁ ଇଣ୍ଡୋର ବୃକ୍ଷ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ୨୦ଟି ଇଣ୍ଡୋର ଗଛ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଘର ପରିସରରେ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଗୁଡିକର ଉପାଦେୟତା ଉପରେ ପ୍ରତିପାଦିତ କରାଯାଇଥିଲା । ଏଥିପାଇଁ
Read More...

ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

• ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଏନଏପିଏସ ଯୋଜନାର ଶୁଭାରମ୍ଭ• ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ, (ପିଆଇବି) : ଦକ୍ଷତା ବିକାଶ ଏବଂ ଉଦ୍ୟମିତା
Read More...

ପ୍ରଧାନ ଶିକ୍ଷକ ବରୁଣ ସୁନାଙ୍କ ଅବସର ଗ୍ରହଣ

ଗ୍ରାମବାସୀଙ୍କ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା କଳାହାଣ୍ଡି, (ନରୋତ୍ତମ ସେଲମା) : ପୌରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରୁଣ କୁମାର ସୁନା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ବାଦ୍ୟନୃତ୍ୟ ସହ ଗ୍ରାମବାସୀ ତାଙ୍କୁ ଗ୍ରାମ
Read More...