Monthly Archives

July 2022

ସିଏମ୍ ହେବା ମାତ୍ରେ ଆକ୍‌ସନ୍‌ରେ ସିନ୍ଦେ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗରେ କୌଣସି ବିଶେଷ ପ୍ରୋଟୋକଲ୍ ରହିବ ନାହିଁ :…

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ଦିନ ପୋଲିସ ଅଧିକାରୀଙ୍କୁ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ କିମ୍ବା ତାଙ୍କ ପାଖକୁ ଯିବା ବାଟରେ କୌଣସି ବିଶେଷ ପ୍ରୋଟୋକଲର ଆବଶ୍ୟକତା ନାହିଁ । ଏହି ସୂଚନା ରାଜ୍ୟ
Read More...

ଶିବସେନା ଠାରୁ କେହି ତୀର ଓ ଧନୁ ନେଇ ପାରିବେ ନାହିଁ, ଜୁଲାଇ ୧୧ରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଗଣତନ୍ତ୍ରର…

ମୁମ୍ୱାଇ : ନିର୍ବାଚନ ପ୍ରତୀକକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଦଳ ସହ ବିବାଦ ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିନ କହିଛନ୍ତି ଯେ, ତାଙ୍କ ଦଳର ପ୍ରତୀକ ତୀର ଓ ଧନୁକୁ କେହି ନେଇ ନାହିଁ । ଉପକଣ୍ଠ ବାନ୍ଦ୍ରାସ୍ଥିତ ତାଙ୍କ
Read More...

ଅମରନାଥରେ ଫାଟିଲା ବାଦଲ : କିଛି ଲୋକେ ତମ୍ବୁ ଓ ପଥରରେ ପୋତି ହୋଇଗଲେ, ଆଉ କିଛି ଆକସ୍ମିକ ପାଣି ସୁଅରେ ଭାସି ଗଲେ,…

ଅମରନାଥ : ଶୁକ୍ରବାର ସଂଧ୍ୟା ପ୍ରାୟ ୫.୩୦ ସମୟରେ ଅମରନାଥ ଗୁମ୍ଫା ନିକଟରେ ମେଘ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଶିବିର ମଧ୍ୟଭାଗରୁ ହଠାତ୍ ପ୍ରବାହିତ ହେଲା ପାଣି ସୁଅ । ବିପର୍ଯ୍ୟୟ ସମୟରେ ଗୁମ୍ଫା ନିକଟରେ ୧୦-୧୫ ହଜାର ଭକ୍ତ ଉପସ୍ଥିତ ଥିଲେ । ଅନେକ ଲୋକ ତମ୍ବୁ ଓ ପଥରରେ ପୋତି ହୋଇ
Read More...

କଛାରପାଲି ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ସତ୍ୱେ ପୁଣି ଜଣେ ଶିକ୍ଷକକୁ ବଦଳି କରିବାକୁ ବିରୋଧ କରି ସ୍କୁଲ ଗେଟରେ ତାଲା ଝୁଲାଇ ଦେଇ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି ଗାଁ ଲୋକଙ୍କ ସହ ଛାତ୍ରଛାତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ
Read More...

୨୦୨୩ ହକି ପୁରୁଷ ବିଶ୍ୱକପ୍‌ର ପୂର୍ବ ପ୍ରସ୍ତୁତି : ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ୧୧ ଜଣିଆ ପ୍ରତିନିଧି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟି ପାରିଛନ୍ତି । ଗତ କିଛି ବର୍ଷ ଧରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ
Read More...

ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଋୂପାନ୍ତରିତ ହେବ ୩୧ଟି ହାଇସ୍କୁଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ୫ ଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ଗୋଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଆଉ ୩୧ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ ଯୋଜନାରେ
Read More...

ବରିଷ୍ଠ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଗୋପାଳଜୀ ମନ୍ଦିର ପରିସରରେ ସାତ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ସଂକୀର୍ତ୍ତନ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରିଥିଲେ । ମୋ କଣ୍ଠେ ଜଗନାଥର
Read More...

ଗୋଲାମୁଣ୍ଡା ଗାଁରେ ୧୩ ବର୍ଷରୁ ଅଧିକ ହେବ ଘର ପିଣ୍ଡାରେ ଚାଳିଛି ଅଙ୍ଗନୱାଡି କେନ୍ଦ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋମଳମତି ଶିଶୁମାନଙ୍କ ଶିକ୍ଷାର ବିକାଶ ତଥା ତାଙ୍କ ବୌଦ୍ଧିକ ଶୈକ୍ଷିକ ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି ଖୋଲିଛନ୍ତି । ହେଲେ କେଉଁଠି ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଶିଶୁ ତ କେଉଁଠି ଅଙ୍ଗନୱାଡି
Read More...

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଗୃପର ସାଂସ୍କୃତିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ସଭାପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ସିମିଳିପଦର ସମବାୟ ସଭାପତି ନିର୍ଦ୍ବନ୍ଦରେ ନିର୍ବାଚିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ସିମିଳିପଦର ସେବା ସମବାୟ ସମିତିର ସଭାପତି ଭାବେ ବିଜେଡି ଯୁବନେତା ସୁମନ୍ତ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସୁମନ୍ତ ମିଶ୍ର ଓ ଅରୁଣ ମହାକୁଡ଼ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶ୍ରୀ ମହାକୁଡ଼ ଆଜି ନାମାଙ୍କନ ପତ୍ର
Read More...