Daily Archives

ବଲାଙ୍ଗିର ସିଭିଲ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ସୌମିତ୍ରୀ ବଡପଣ୍ଡାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ସୌମିତ୍ରୀ ବଡପଣ୍ଡା(୬୬)ଙ୍କ ଆଜି ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ସେ ୧୯୫୬ ମସିହା ସୁବର୍ଣ୍ଣପୁର ଜିଲ୍ଲା ପାଙ୍କେଲଦାଦର ଗ୍ରାମର ବଙ୍ଗାଲି ବଡପଣ୍ଡାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ପି.ଆର
Read More...

ଆରମ୍ଭ ହେଲା ମାସିକ ଶ୍ରାବଣ ଯାତ୍ରା : ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆରମ୍ଭ ହୋଇଛି ମାସିକ ଶ୍ରାବଣ ଯାତ୍ରା । ପବିତ୍ର ଗୁରୁ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ
Read More...

ସ୍କୁଲ ରୂପାନ୍ତରୀକରଣର ମାଷ୍ଟରପ୍ଲାନ ପାଇଁ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଦାଇପାଲି ପଲ୍ଲିଶ୍ରୀ ହାଇସ୍କୁଲର ରୂପାନ୍ତରୀକରଣର ମାଷ୍ଟରପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ପ୍ରତିଷ୍ଠାତା ସମାଜ ସେବୀ ଡ. ଶ୍ରୀକର ମିଶ୍ର,
Read More...

ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋପ୍ନୋଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ମୁରଲି ପ୍ରସାଦ ପଣ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋପ୍ନୋଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ସିନାପାଲି ବନାଞ୍ଚଳ ଅଧିକାରୀ ଭାବେ ଯୋଗଦାନ କରିଥିବା ମୁରଲି ପ୍ରସାଦ ପଣ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ସିନାପାଲି
Read More...

ରିଷିଡା ଜେକେ କଲେଜକୁ ୩୬ ବର୍ଷ ପରେ ମିଳିଲା ଜମିପଟ୍ଟା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସୋମବାର ଜମିପଟ୍ଟା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡି ବିଦ୍ୟାଳୟର ଅଧ୍ୟକ୍ଷ ପି.ଏ.କେ
Read More...

ଘୋରଡିଆ ସେବା ସମବାୟ ସମିତିର ପ୍ରଥମ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସେବା ସମବାୟ ସମିତିର ପ୍ରଥମ ବୈଠକ ସୋମବାର ବାରବାଟି ସ୍ଥିତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସମିତି ସଭାପତି ଚିତ୍ରସେନ ନିଶଂକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବୋର୍ଡ
Read More...

ସିନାପାଲିରେ ଗାୟତ୍ରୀ ପରିବାରର ଉପଜୋନ୍‌ସ୍ତରୀୟ ବୈଠକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଗ୍ରେସନ୍ ଭବନଠାରେ ସୋମବାର ଗାୟତ୍ରୀ ପରିବାରର ଉପଜୋନ୍‌ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହରିଦ୍ୱାର ଶାନ୍ତିକୁଞ୍ଜର ପ୍ରତିନିଧି କେଦାର ପ୍ରସାଦ ଦୂବେ, ରବିଂଦ୍ର ଗୌଡ଼, ଓଡ଼ିଶା ପ୍ରଭାରି ଶେଷଦେବ ବଢ଼େଇ, ଉପଜୋନ୍‌
Read More...

ଖଣ୍ଡୋକଟା ସରସ୍ଵତୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ

କୁଚିଣ୍ଡା : ଖଣ୍ଡୋକଟା ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ପ୍ରଧାନ ଆଚାର୍ଯ୍ୟ ଲିଲୁ ପୃଷେଠଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଖଣ୍ଡୋକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ଚୌଧୁରୀ, ବରିଷ୍ଠ ସାମ୍ବାଦିକ
Read More...

ଘଣ୍ଟିଗୁଡାଠାରେ କରୋନା ଟୀକାକରଣ ନେଇ ସଚେତନତା କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀଙ୍କ ଅଧ୍ୟକ୍ଷତାରେ କରୋନା ମୁକାବିଲା ନେଇ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ଶ୍ରୀରାମ ଲୁହାରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଶ୍ରୀରାମ ଲୁହାରଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭିମରାଓ ଆମ୍ବେଦକର ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଣ୍ଠଶିଳ୍ପୀ ନବୀନ କୁଅଁର ସ୍ୱର୍ଗତ ଲୁହାରଙ୍କ
Read More...