Daily Archives

ପଣ୍ଡିତ ଆନନ୍ଦ ପାଢ଼ୀଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଣ୍ଡିତ ଆନନ୍ଦ ପାଢ଼ୀଙ୍କର ସପ୍ତମ ଶ୍ରଦ୍ଧାଞ୍ଜଳି ତିଥି ଛିନ୍ଦେଇକେଲା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଛି । ଏକ ନିରାଡ଼ମ୍ବର ପରିବେଶରେ ଯଜମାନ ତଥା ଭକ୍ତଙ୍କ ଉପସ୍ଥିତିରେ ସ୍ୱର୍ଗତ ଶ୍ରୀ ପାଢ଼ୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ତାଙ୍କର
Read More...

‘ଆମେ ଓଡ଼ିଆ’ ସଂଗଠନର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ ସଚେତନ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ପୁରୀକୁ ଆସୁଥିବା ଭକ୍ତମାନେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ ପାଇଁ ଜନ ଆନ୍ଦୋଳନରେ ଭାଗିଦାରୀ ହେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଆମେ ଓଡ଼ିଆର ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଲେ• ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହ୍ରାସ ଅଭିଯାନକୁ ସୋସିଆଲ ମିଡ଼ିଆରେ
Read More...

ଜୁନ୍ ମାସରେ ଜିଏସ୍‌ଟି ସଂଗ୍ରହରେ ୫୬% ବୃଦ୍ଧି

ଜୁନ୍ ୨୦୨୨ରେ ୧,୪୪,୬୧୬ କୋଟି ଟଙ୍କାର ସମୁଦାୟ ଜିଏସ୍‌ଟି ସଂଗ୍ରହ, ପୂର୍ବ ବର୍ଷ ତୁଳନାରେ ୫୬% ବୃଦ୍ଧିଜୁନ୍ ୨୦୨୨ରେ ସଂଗୃହୀତ ସମୁଦାୟ ଜିଏସ୍‌ଟି ଏପ୍ରିଲ୍ ୨୦୨୨ର ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହଜିଏସ୍‌ଟି ଲାଗୁ ହେବା ପର ଠାରୁ ପଂଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ
Read More...

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ ଅନ୍ତର୍ଗତ ସରକାର ୭ ସାମ୍ବାଦିକ ଓ ୩୫ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା…

କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର ସରକାରୀ ସହାୟତା ପାଇବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।
Read More...

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବର ପ୍ରଥମ ଦିବସରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପୁରୀରୁ ମ.ରାମପୁରର ନାବାଳକକୁ ଉଦ୍ଧାର କଲେ ସମାଜସେବୀ ସତ୍ୟ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଲେଜ କଲୋନୀର ଜୈନେକ ନାବାଳକ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇ ଫସି ଥିବାବେଳେ ପୁରୀ ରେଳୱାଇ ଷ୍ଟେସନରେ ଥିବା ଚାଇଲଡ଼ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର ହୋଇ ଅଟକ ରହିଥିଲେ । ମଦନପୁର ରାମପୁର ସଦର ପଞ୍ଚାୟତ
Read More...

କଙ୍କଡାପଦରରେ ବ୍ରହ୍ମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତର କଙ୍କଡାପଦର ଗ୍ରାମଠାରେ ଧରଣୀ ପେନୁ ପକ୍ଷରୁ ବିଧିକାର୍ଯ୍ୟକର୍ତ୍ତା ବୈଠକ ସହିତ ଅଲେଖ ମହିମା ଧର୍ମ ପକ୍ଷରୁ ବ୍ରହ୍ମ ମହିମା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଧରଣୀ ପେନୁ ମଠାଧିଶ ବ୍ରହ୍ମ ଅବଧୂତ ଆନନ୍ଦ ବାବା, ବିଭୀଷଣ
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରଥଯାତ୍ରାର ଧାରା ବିବରଣୀ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ବଲାଙ୍ଗିର ତରଫରୁ ରଥଯାତ୍ରାର ଧାରା ବିବରଣୀ ପ୍ରଚାର କରାଯାଇଥିଲା । ସମଲେଶ୍ୱରୀ ମନ୍ଦିର ନିକଟରେ ଆଶିଷ ପ୍ଲାଜାଠାରେ ସ୍ଥାପନ କରାଯାଇଥିବା ସୂଚନା କେନ୍ଦ୍ରରୁ ପବିତ୍ର
Read More...

ରଥଯାତ୍ରା ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ ଉଦଘାଟିତ

● ପୁରୀ ଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ● ରଥଯାତ୍ରାରେ ଶିକ୍ଷା ମନ୍ତ୍ରୀଙ୍କ ସହିତ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଶ୍ବେଶ୍ବର ଟୁଡୁ ଭୁବନେଶ୍ୱର/ପୁରୀ,
Read More...