Monthly Archives

June 2022

ପାଇକମାଲ କୃଷକ ସଙ୍ଗଠନର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ କୃଷକମାନଙ୍କର ହକ ମୌଳିକ ଅଧିକାର ପ୍ରାପ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ୨୦୨୧ ମସିହା ଅଦ୍ୟାବଧି ମିଳି ନଥିବାରୁ ଆଜି ପାଇକମାଲ ବ୍ଲକରେ ଉପସ୍ଥାପିତ ବ୍ଲକ ଅଫିସ, ରାଜସ୍ୱ ନିରୀକ୍ଷକ ଅଫିସ, ତହସିଲ
Read More...

ଉଚ୍ଚ ଜୁଆରରେ ଭାଙ୍ଗିଲା ଜାଲ ବାଡ଼

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଅବସ୍ଥିତ । ଶୈବପୀଠଠାରୁ କିଛି ଦୂରରେ ବଙ୍ଗୋପ ସାଗର ସମୁଦ୍ର ବେଳାଭୂମି ରହିଛି । ସମୁଦ୍ର ଉଚ୍ଚ ଜୁଆର ଯୋଗୁଁ ଦିନକୁ ଦିନ କୂଳ ଖାଉଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ
Read More...

ଖେଲୋ ଇଣ୍ଡିଆ ଓଡ଼ିଶା ଖୋ ଖୋ ରୌପ୍ୟ ବିଜେତା ଦଳରେ ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ମାସ ତା ୦୯/୦୬/୨୦୨୨ରିଖ ଠାରୁ ୧୩/୦୬/୨୦୨୨ରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ଖୋ ଖୋ ବାଳକ ଓ ବାଳିକା ଉଭୟ ଐତି୍ହାସିକ ରୌପ୍ୟ ପଦକ ବିଜେତା ହାସଲ କରିଛନ୍ତି
Read More...

ପେଞ୍ଜାକ୍‌ ସିଲାଟ ଆତ୍ମରକ୍ଷା ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

ଆତ୍ମରକ୍ଷା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନରେ ହେବ ସହାୟକ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସ୍ୱିକୃତିପ୍ରାପ୍ତ ଆତ୍ମରକ୍ଷା କୌଶଳ ପେଞ୍ଜାକ୍‌ ସିଲାଟ୍‌ର ତିନି ଦିନିଆ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ
Read More...

ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର ଅସହିଷ୍ଣୁତା ଓ ଏକ ଛତ୍ରବାଦିତା ଚରମସୀମା ଲଙ୍ଘିଛି । ଦେଶର ସର୍ବପୁରାତନ ଦଳ ଯିଏ ଭାରତୀୟ ସ୍ୱାଧିନତା ଆନ୍ଦୋଳନର
Read More...

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜେପି ସରକାରଙ୍କ ଇଙ୍ଗିତରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଚରାଉଚୁରା କରିବା ଘଟଣାକୁ କେନ୍ଦ୍ର କରି କଂଗ୍ରେସ କର୍ମୀମାନେ ସାରା ଭାରତ
Read More...

ଦେଓଗାଁ ଓ ଖପ୍ରାଖୋଲ ବ୍ଲକ ଏପିଓଙ୍କ ଅଦଳବଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମନରେଗା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ଖପ୍ରାଖୋଲକୁ ବଦଳି ହୋଇଛି । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୩୭୬/ ତା. ୧୫/୬/୨୨ରେ ଏହି ବଦଳି ନିର୍ଦ୍ଦେଶନାମା ଦିଆଯାଇଛି । ସେହିପରି ଖପ୍ରାଖୋଲର ଏପିଓ ସୁଧାଂଶୁ ଶେଖର ମେହେରଙ୍କୁ ଦେଓଗାଁ
Read More...

ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ତରଫରୁ ରାତ୍ରିକାଳୀନ ସ୍ୱତନ୍ତ୍ର ଯାଞ୍ଚ : ୧୧ଟି ବିଭିନ୍ନ ଯାନ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ ମତେ ଗତକାଲି ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ
Read More...

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ନିହାର ରଞ୍ଜନ କଁହର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ ନିହାର ରଞ୍ଜନ କଁହର ଆଜି ଯୋଗଦାନ କରି ବିଦାୟୀ ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ
Read More...

ଜାତୀୟ ଟାଏକୋଣ୍ଡୋରେ ଦୁର୍ଗେଶଙ୍କୁ ୨ ସ୍ୱର୍ଣ୍ଣ

କଟକ : ଓଡିଶା ପୋଲିସରେ କାର୍ଯ୍ୟରତ ଦୁର୍ଗେଶ ନନ୍ଦିନୀ ଦେ’ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୋଲକତାର ଦାସନଗର ଇନ୍‌ଡୋର ଷ୍ଟାଡିୟମରେ ନକ୍‌ଆଉଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରୋଗ୍ରେସିଭ କପ୍‌ର ବରିଷ୍ଠ ମହିଳା କ୍ୟୁରୋଗିର ୬୭
Read More...