Monthly Archives

June 2022

କାଳବୈଖାଖୀର ପ୍ରଭାବ : ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମଣ୍ଡଳ : ବେଲପଡା ବ୍ଲକ ଝାମଖରୀ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ହଠାତ୍‌ ଏକ ବଡଗଛ ଉପୁଡି ଗାଁର ଦୀନବନ୍ଧୁ ମଲିକଙ୍କ ଘର ଉପରେ ପଡିଥିଲା । ତେବେ ସୌଭାଗ୍ୟବସତଃ ପରିବାର ସଦସ୍ୟ ଅଳ୍ପକେ ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ । ଦୀନବନ୍ଧୁଙ୍କ ଘର ଭାଙ୍ଗି ଯିବାରୁ ତୁରନ୍ତ
Read More...

ସାଇକେଲ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧାରାଣୀପଡାରେ ଏକ ସାଇକେଲ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାଇକେଲ ଓ ଟାୟାର ନଷ୍ଟ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଧାରାଣୀପଡାର ରାଜେଶ ଅଗ୍ରୱାଲ ତାଙ୍କ ଘରେ ନିଜେ ସାଇକେଲ ଗୋଦାମ କରିଛନ୍ତି । କୌଣସି କାରଣରୁ
Read More...

ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଗନ୍ଧମାର୍ଦ୍ଦନ ଟ୍ରଷ୍ଟ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ପର୍ଯ୍ୟଟନସ୍ଥଳୀ ହରିଶଙ୍କରରେ ପର୍ଯ୍ୟଟକ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି । ନିକଟରେ ଗଣ୍ଡଗୋଳ ଘଟଣା ଏହାର ଉଦାହରଣ । ତେବେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବୀ କରି ଶୁକ୍ରବାର ଗନ୍ଧମାର୍ଦ୍ଦନ ଟ୍ରଷ୍ଟ ତରଫରୁ
Read More...

ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସସୀମା ୨୩ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ
Read More...

ଜୁନ ୧୯ରେ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭାରତ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଆୟୋଜନ କରିବଅଲିମ୍ପିକ ଶୈଳୀରେ ମଶାଲ ଦୌଡ ପ୍ରଥମ ଥର ପାଇଁ ଚେସ ଅଲମ୍ପିଆଡରେ ଆରମ୍ଭ ହେବଭବିଷ୍ୟତରେ ଚେସ ଅଲିମ୍ପିଆଡର ମଶାଲ ଦୌଡ ଭାରତରୁ ହିଁ ଆରମ୍ଭ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯, ସନ୍ଧ୍ୟା ୫ଟା ବେଳେ
Read More...

କାଇଁଚପୁର ୧୮ ପରିବାର ବାସନ୍ଦ ଘଟଣା ସମାଧାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ଗ୍ରାମର ୧୮ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଗତ କିଛି ଦିନ ତଳେ ଏସପି ଅଫିସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏସପି ବ୍ରିଜେଶ କୁମାର ରୟ ଘଟଣାର ତଦନ୍ତ ପାଇଁ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କୁ
Read More...

କଣ୍ଟାମାଳରେ ଲୋକକଳା ଦିବସ : ମୁଖ୍ୟମନ୍ତ୍ରୀଙ୍କୁ ସାବାସୀ ଜଣାଇଲେ କଳାକାର

କଣ୍ଟାମାଳ, (ବଂଶୀଧର ମାଝି) : ଆମ ରାଜ୍ୟର ଲୋକକଳାକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ଓ ବ୍ଲକ କଳା ସଂସ୍କୃତି ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଲୋକ କଳା ବିକାଶ କାର୍ଯ୍ୟକ୍ରମ ଏବଂ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ପାଳିତ
Read More...

ଉନ୍ନତ ପ୍ରଣାଳୀରେ ଲଙ୍କା ଚାଷ ଉପରେ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ ହୁମା ମନ୍ଦିର ନିକଟରେ ଦିନିକିଆ ଉନ୍ନତ ଲଙ୍କା ଚାଷ ଉପରେ ଦିନିକିଆ ଶିବିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

କଣ୍ଟାମାଳରେ ଫକୀର ପଟ୍ଟନାୟକ ସନ୍ଧ୍ୟା

ଫକୀର ଗୀତରେ ଝୁମିଲେ ଦର୍ଶକ କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳସ୍ଥିତ ହରିଶଙ୍କର କଳା ମଣ୍ଡପଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ଫକୀର ପଟ୍ଟନାୟକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଫକୀର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଥିବା
Read More...

ସଇଁତଲା ପାଳଗଦାରୁ ନର କଙ୍କାଳ ଉଦ୍ଧାର ଘଟଣା : ସ୍କେଚ୍‌ ଜାରିକଲା ପୋଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡା ପାଳଗଦା ଭିତରୁ ନର କଙ୍କାଳ ଓ ୧୪ଟି ଚୁଡି, ପାଉଁଜି ପୁଲିସ ଜବତ କରିଥିଲା । ୨୦୨୧ ଫେବୃୟାରୀ ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି
Read More...