Monthly Archives

June 2022

ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଭୂମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ କେବଳ ଆଫଗାନିସ୍ତାନରେ ଖାଲି ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି ।
Read More...

ମହାରାଷ୍ଟ୍ର ରାଜ୍ୟପାଳ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି

ମହାରାଷ୍ଟ୍ର : ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟପାଳ କୋଶିୟାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ରାଜ୍ୟପାଳ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ
Read More...

ସଡକ ଦୁର୍ଘଟଣା, ଜଳିଗଲା ବାଇକ୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଗଁନ୍ଦିଆ ଥାନା ଅନ୍ତର୍ଗତ କପିଳାଶ ଟାଙ୍ଗି ରାସ୍ତାର ଶୋରିଶିଆ ପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି କାର ଧକ୍କାରେ ଏକ ବାଇକ ଜଳିଯାଇଥିବା ଜଣାପଡିଛି । ଆଉ ଏହି ଦୁର୍ଘଟଣାରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ନନ୍ଦପୁର, ମାଛକୁଣ୍ଡ ଓ ଲମତାପୁଟ ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଦୁଇଟି ଗଞ୍ଜେଇ ବୋଝେଇ ଟ୍ରକ ସହ ୩ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ
Read More...

ଗେମ୍ ଖେଳୁଥିବା ସମୟରେ ହାତରେ ଫାଟିଲା ମୋବାଇଲ, ଯୁବକ ଆହତ

ଖଲ୍ଲିକୋଟ : ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା । ଫଳରେ ରଞ୍ଜନ
Read More...

ମହୁଲପୋଚ ଓ ରନ୍ଧାମଦ ଜବତ ସହ ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ବଢୁଛି ରନ୍ଧା ମଦ କାରବାର । ଏନେଇ ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ
Read More...

ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ କରାଯାଇଥିବା ଜଣାପଡିଛି । ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ଛକ ଶକୁନ୍ତଳା ନିବାସ କୋଠାରେ ଥିବା ନାୟକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ବୋମାମାଡରେ
Read More...

ସଡକ ଦୁର୍ଘଟଣା, ୨ ଆହତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସପନପୁର ଧବଳେଶ୍ୱର ମନ୍ଦିର ନିକଟରେ ଟ୍ରକକୁ ପଛରୁ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି । ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ସନ୍ଦୀପ ମଲ୍ଲିକ ଆହତ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ ସରକାରୀ ସେବାକୁ ଆହୁରି ଲୋକାଭିମୁଖୀ କରିଛି । ଏବେ ବିଭିନ୍ନ କାର୍ଯ୍ୟ ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ନ ଆସି ପଞ୍ଚାୟତସ୍ତରରେ ସ୍ଥାପନ ହେଉଥିବା 'ମୋ ସେବା କେନ୍ଦ୍ର' ଜରିଆରେ ଲୋକମାନେ ଘର ପାଖରେ
Read More...

ସଂଜୟ କୁମାର ସିଂଙ୍କ ପ୍ରଦୀପ କୁମାର ଅମାତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଗତକାଲି ପୂର୍ବାହ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ
Read More...