Monthly Archives

June 2022

ପୋଲ ତଳକୁ ଖସିପଡି ୧ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବେତରା ପଞ୍ଚାୟତରେ ଭୁଲ ବଶତଃ ପୋଲ ତଳକୁ ଖସିପଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଳେ ବାବାଜୀ ଜେନା । ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ଅଧିନ କୁଡିଆମାଳ ଗାଁର ବାବାଜୀ ଜେନା ଏକ ବିବାହରେ ଯୋଗଦେବା ପାଇଁ
Read More...

୨ ନକଲି ମାଓବାଦୀ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : ୨ ନକଲି ମାଓବାଦୀ ଗିରଫ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାର ମାନଙ୍କୁ ମାଓବାଦୀ ନାମରେ ପଇସା ମାଗୁଥିବା ଅଭିଯୋଗରେ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ କଳାହାଣ୍ଡି ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ
Read More...

୧୨ ଟନ୍ ଗଞ୍ଜେଇ ଜଳାଇ କରାଗଲା ୧୫ ମେଗାୱାଟ ବିଜୁଳି ଉତ୍ପାଦନ

ରାୟପୁର : ବିଳାସପୁର ପୋଲିସ ରେଞ୍ଜ ଥାନାରେ ନିଶାରୁ ମୁକ୍ତି ଅଭିଯାନ ଅନୁସାରେ ଜବତ ୧୨ ଟନ୍ ଗଞ୍ଜେଇକୁ ପାଓ୍ବାର ପ୍ଲାଣ୍ଟ ଭାଟିରେ ଶୁକ୍ରବାର ପକାଇ ନଷ୍ଟ କରି ଦିଆଯାଇଥିଲା, ଯାହାଫଳରେ ପ୍ରାୟ ୧୫ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥିଲା । ନିଶା ଦ୍ରବ୍ୟକୁ ଜଳାଇ ବିଜୁଳି ଉତ୍ପାଦନ କରିବାର
Read More...

ସାମାନ୍ୟ ଝଗଡାରୁ ହତ୍ୟାକାଣ୍ଡ : ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଆନନ୍ଦପୁର : ସାମାନ୍ୟ ଝଗଡାକୁ ନେଇ ହତ୍ୟାକାଣ୍ଡ । ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ଶୋଇଥିବା ଅବସ୍ଥାରେ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତକ ଜଣକ ଗାଁର ବିର୍ଜୁ ତନ୍ତିଙ୍କ ୨୫ବର୍ଷିୟ ପୁଅ ଚୈତନ୍ୟ
Read More...

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ସରକାରୀ ବାସଭବନ

ନୂଆଦିଲ୍ଲୀ : ନାମାଙ୍କନ ପତ୍ର ଦାଖଲ ପରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ସରକାରୀ ବାସଭବନ ଅସ୍ଥାୟୀ ଭାବେ ଯୋଗାଇ ଦିଆଯାଇଛି । ଓଡ଼ିଶା ଭବନ ନିକଟ ଉମାଶଙ୍କର ଦିକ୍ଷୀତ ମାର୍ଗର ୪ ନମ୍ବର ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଛି ।
Read More...

୮୮ ବର୍ଷ ବୟସ୍କ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ରଣଜିତପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସରକାର ଲୋକଙ୍କର ହିତ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯୋଜନାମାନର ସଫଳ ରୂପାୟନ ହୋଇ ପାରୁନାହିଁ
Read More...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲି ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିରେ ୩ ଲକ୍ଷ ୮୫ ହଜାର ୪୮ ଭୋଟର ମତଦାନ କରିବେ । ସକାଳ ୭ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ସରିବା ପରେ ଭୋଟ ଗଣତି ହେବ । ଦ୍ୱିତୀୟ
Read More...

ଜିଲ୍ଲା ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟକୁ ଶୁଭ ପ୍ରବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି କ୍ରମେ ଆଗାମୀ ଜୁଲାଇ ୧ ରଥଯାତ୍ରା ଦିନଠାରୁ ସମସ୍ତ ଘରୋଇ ବସ ନୂତନ ବସଟର୍ମିନାଲରୁ ଚଳାଚଳ କରିବ । ଏହାକୁ ନେଇ ବସ ମାଲିକ ସଂଘ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ନୂତନ ବସ୍ ଟର୍ମିନାଲ ସ୍ଥିତ ସଂଘ
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି

ମାଲକାନଗିରି : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପ୍ରେସ ବିଜ୍ଞପ୍ତି ପ୍ରବକ୍ତା ସମତା ନାମରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ସେନାରେ ଠିକା ପଦ୍ଧତି ଅଗ୍ନିପଥକୁ ଘୋର ବିରୋଧ କରନ୍ତୁ । ଏହି ଯୋଜନାକୁ
Read More...

ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ

ଆନନ୍ଦପୁର : କେନ୍ଦୁଝରର ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ଭୋଜି କରିବାକୁ ଡାକି ନେଇ ଯୁବକଙ୍କ ବେକ କାଟି ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖସାପଦା ଗାଁ ପାଖ
Read More...