Monthly Archives

May 2022

ରବି ଋତୁର ଧାନ ସଂଗ୍ରହ ପାଇଁ ଯୋଗାଣ ସଚିବଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ଶୁଭମ୍
Read More...

କଣ୍ଟାବାଞ୍ଜିରେ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡାର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ତମ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ଥିବା ନାମଯଜ୍ଞ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ
Read More...

ଜେଲରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ସବ୍‌ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧିନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ ସ୍ତ୍ରୀଙ୍କୁ
Read More...

ମଇ ୧୮ରେ ବଲାଙ୍ଗିର ଠାରେ ମିନି ନିଯୁକ୍ତି ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମଇ ମାସ ୧୮ ତାରିଖରେ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ପରିସରରେ ଏକ ମିନି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ବୟନ ଶିଳ୍ପ ସଂସ୍ଥା, ସୁରକ୍ଷା ସଂସ୍ଥା, ହୋଟେଲ ସଂସ୍ଥା, ନିର୍ମାଣ ସଂସ୍ଥା, ସୂଚନା ଓ ପ୍ରଯୁକ୍ତି
Read More...

ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଉଭୟ ପଞ୍ଚାୟତ ପରିଦର୍ଶନ କରିବା ସହ
Read More...

ମାସିକ ପତ୍ରିକା ‘ବିଶ୍ୱଖବର’ର ବୈଶାଖ ମେଳା ସଂଖ୍ୟା ଲୋକାର୍ପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପାଇକମାଲ ନିକଟରେ ଥିବା ପଶ୍ଚିମ ଓଡ଼ିଶାର ସର୍ବବୃହତ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦର ବିକ୍ରି ଆରମ୍ଭ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ
Read More...

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ‘ଉତ୍କର୍ଷ ମହୋତ୍ସବ’ରେ କେନ୍ଦ୍ରମନ୍ତ୍ରୀ : ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର…

• ଆମର ସଭ୍ୟତାକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ• ଆମର ପୁଞ୍ଜି ହେଉଛି ଜ୍ଞାନ, ଶିକ୍ଷା, ମାନବିକତା ଏବଂ ବୌଦ୍ଧିକ କ୍ଷମତା• ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସଂସ୍କୃତ ସମେତ ସବୁ ଭାରତୀୟ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି• ଭାରତୀୟ ଶିକ୍ଷା ବ୍ୟବସ୍ଥାରେ
Read More...

ନିଆଁ ଲାଗି ଜଳିଗଲା ୨ ଘର

କଳାହାଣ୍ଡି, (ପି.କେ. ସାହୁ) : କଲହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରର ସାଗରପାଲ୍‌ ଛକରେ ଗତକାଲି ସୋମବାର ଦିନ ୧.୩୦ ସମୟରେ ନିଆଁ ଲାଗି ଦୁଇ ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଛାରଖର ହୋଇଯାଇଛି । ସୂଚନା ଅନୁସାରେ ଅର୍ଜୁନ ଭୋଇ ଓ ବିବାହିତ ଦୁଇ ଝିଅ ସରସ୍ୱତୀ ଭୋଇ ଓ ବାସନ୍ତୀ
Read More...