Monthly Archives

May 2022

ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଜୀବ କୁମାରଙ୍କ ନିଯୁକ୍ତି

ନୂଆଦିଲ୍ଲୀ, (ପିଆଇବି) : ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି । ୧୪ ମେ ୨୦୨୨ରେ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୧୫ ମେ
Read More...

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଲ୍‌ସ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇ ଗତକାଲି ଶେଷ ଦିନରେ ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ ସହ ସମାପ୍ତ ହୋଇଛି । ସ୍କୁଲର ଅଧ୍ୟକ୍ଷା ସୋନା ଚକ୍ରବର୍ତ୍ତୀଙ୍କ
Read More...

ବିଧାୟକ ସରୋଜ ମେହେରଙ୍କ ଦ୍ଵାରା ସେଲ୍ପି ପିଏଣ୍ଟ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ସହର ଗୁଡ଼ିକରେ ନିର୍ମିତ ହୋଇଥିବା ସେଲ୍ଫି ପଏଣ୍ଟ ଜନସାଧାରଣଙ୍କ ମନକୁ ବେଶ ଆକର୍ଷିତ କରୁଛି । ବିଶେଷ କରି ସେଲ୍ଫି ପଏଣ୍ଟଟି ଯୁବକ ଯୁବତୀମାନଙ୍କ ପାଇଁ ସେଲ୍ଫି ନେବାରେ ନିଶ୍ଚିତ ଭାବରେ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ପଟୁ ପାଟଣାଗଡ଼
Read More...

ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ମାଝିପଡା ଗ୍ରାମରେ ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ ଏଠାରେ ପ୍ରାୟ ୧୫/୨୦ ଜଣ ବୃଦ୍ଧ ବୃଦ୍ଧା ବିଧବା ଓ
Read More...

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି ।ଏହି ୫ ଅନାଥ ଶିଶୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା
Read More...

ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା

କାମରେ ଆସୁନି ବସୁଧା ଯୋଜନା : ସାଧାରଣରେ ଅଭିଯୋଗ ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ପାଣି ମୁନ୍ଦାଏ ପାଇବା ପାଇଁ ଅଞ୍ଚଳର ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହ
Read More...

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକସଭା

ରାଉରକେଲା,(ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ
Read More...

ଆଉ ନାହାନ୍ତି ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ପ୍ରଖ୍ୟାତ ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର ଆଉ ନାହାନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ତାଙ୍କର ଦେହାନ୍ତ ଘଟିଛି । ଚାରି ବର୍ଷ ତଳେ ମସ୍ତିଷ୍କ ଘାତ ହେବା ପରେ ସେ ନିଜ ଠିକାଦାରପଡା ଘରେ ରହି ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କର
Read More...

ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ୫ଟି ମଧ୍ୟମରେ ନଗର ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଗତକାଲି ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ଡେମ୍ କଲୋନୀଠାରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ପୌର ପରିଷଦ
Read More...

ଜମିବାଡି ବିବାଦକୁ ନେଇ ହଣାକଟା

ବାଲିପାଟଣା : ବାଲିପାଟଣା ଥାନା ସରାଟ ଗ୍ରାମରେ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ଝଟିଥିବା ଖବର ମିଳିଛି । ସୂଚନା ଅନୁସାରେ ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କ ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା ।
Read More...