Monthly Archives

May 2022

କନ୍ଦକେଲଗାଁ ନିକଟରେ ଗଛରେ ପିଟିଲା ବାଇକ : ୧ ମୃତ, ୧ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କନ୍ଦକେଲଗାଁ ନିକଟରେ ଗୋଟିଏ ଗଛରେ ଏକ ବାଇକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟଜଣେ ଗରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟିଟିଲାଗଡ ପଟୁ କୌଣସି ଏକ କମ୍ପାନୀ କାମ ସାରି ଫେରୁଥିବା ସମୟରେ ଭାରସମ୍ୟା ହରାଇ ଏକ
Read More...

ସଇଁତଲା ଠାରେ ଆପ୍‌ର କର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ କୁମାର ସେଲ୍‌ମା) : ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ଆବାହକ, ଆପ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସଇଁତଳା ବ୍ଲକର ସଇଁତଳା ଠାରେ ଆପର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ
Read More...

ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେଲା ରାଉରକେଲା ପୁଲିସ : ୩ ଗିରଫ

ରାଉରକେଲା, (ସସ୍ମିତା ପଧାନ) : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ରାଉରକେଲା ପୁଲିସ । ସୂଚନା ଅନୁସାରେ ବୁଧବାର ରାତିରେ ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୪ ଟି ପିସ୍ତଲ
Read More...

କୋଟିଆରେ ଓଡ଼ିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କଲେ ଆନ୍ଧ୍ର ପ୍ରଦେଶର ଅଧିକାରୀ

କୋରାପୁଟ : ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ନେରେଡିବାଲାସା ଠାରେ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିବା ଖବର ମିଳିଛି । ତେବେ ଏହି ଗାଁରେ ପାଣି ଟାଙ୍କି ସ୍ଥାପନା କରି
Read More...

ବିଜେପିରେ ସାମିଲ ହେଲେ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର

ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର । ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ଭାବେ ଜାଖର କାର୍ୟ୍ୟ କରିଥିବା ବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ତେବେ ଦିଲ୍ଲୀ
Read More...

ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ: କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ତେବେ ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ ।
Read More...

ରତାଖଣ୍ଡି ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ ପଟକୁ ଯାଇଥିବା ରାସ୍ତା ଦେଓଗାଁ ନିକଟସ୍ଥ ରତାଖଣ୍ଡି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତି ଜଣକ ଆସ୍କା ଅଂଚଳର କମଲେଶ ବୋଲି ଜଣାପଡିଛି । ସୂଚନା ଅନୁସାରେ କମଲେଶ
Read More...

ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମ୍ବର୍ଦ୍ଧିତ ହେଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ତରଫରୁ ମିନି ଷ୍ଟାଡିୟମ ବରଗଡ଼ ଠାରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମାଜିକ ଅନୁଷ୍ଠାନ "ସଂକଲ୍ପ ପରିବାର" ବରଗଡ଼କୁ ସାମାଜିକ କାର୍ଯ୍ୟରେ ନିରବଛିନ୍ନ ସେବା ପାଇଁ ଆୟୋଜକ
Read More...

ବଲାଙ୍ଗିର ସହର ତାଲପାଲିପଡାରୁ ଦେଶୀ ମଦ ଜବତ, ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତାଲପାଲିପଡା ଠାରେ ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ରଂଜନ ବାଗ ବୋଲି ଜଣାପଡିଛି ।
Read More...

ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ମାଲକାନଗିରି : ମାଲକାନଗିରି ଥାନା ସାମ୍ନାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳା ଜଣକ ଗଙ୍ଗଳା ଗାଁର ସୁକାନ୍ତି ମାଝୀ ବୋଲି ଜଣାପଡିଛି । ତେବେ ସୁକାନ୍ତି ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ପୁଲିସ
Read More...