Monthly Archives

May 2022

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଆର୍‌ପି ଅଧିନସ୍ଥ ଟ୍ରେନ୍‌ ଲାଇନ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜିଆର୍‌ପି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହାତରେ ଶାନ୍ତନୁ ବୋଲି ନାମ ଉଲ୍ଲେଖ ଅଛି । ଶବକୁ ମର୍ଗରେ ଜିଆର୍‌ପି ପୋଲିସ ରଖିଥିବା
Read More...

ଢାଙ୍କୁଣୀ ବିହୀନ ଡ୍ରେନ ଭିତରେ ପଡିଥିବା ଗାଈର ଜୀବନ ରକ୍ଷା କଲା ଦମକଳବାହିନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜେଲ୍‌ର ପଛରେ ଥିବା ଡ୍ରେନ୍‌ ଭିତରେ ଗତକାଲି ସକାଳେ ଗୋଟିଏ ଗାଈ ପଡି ଯାଇଥିବା ବେଳେ ସେ ଆଉ ବାହାରି ପରିନଥିଲା । ଶେଷରେ ଦମକଳବାହିନୀର ସହାୟତାରେ ଗାଈକୁ ବାହାର କରାଯାଇ ତାର ଜୀବନ ରକ୍ଷା କରାଯାଇ ପାରିଛି ।
Read More...

“କାନ୍ସ ନେକ୍ସଟ” ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ ଷ୍ଟାର୍ଟଅପ୍

ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗନଭାରତ ସବୁଠାରୁ ବଡ଼ ଏବଂ ଲାଭଜନକ ଚଳଚ୍ଚିତ୍ର ବଜାର ମଧ୍ୟରୁ ଅନ୍ୟତମ : ଡା. ମୁରୁଗନ ନୂଆଦିଲ୍ଲୀ, (ପିଆଇବି) : "କାନ୍ସ ନେକ୍ସଟ" ରେ ଷ୍ଟାର୍ଟଅପ୍ ପିଚିଂ ସେସନ୍ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍
Read More...

ସମସ୍ତ ଅଧିକାରୀ ସୋନପୁରୀ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁରୀ/ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନ ଶୁଣାଣିରେ ସମସ୍ତ ଅଧିକାରୀ ସୋନପୁରୀ
Read More...

ସ୍ନେହଲତା ଘଟଣା ୭ ବର୍ଷ ପୁରିଲା : କ୍ରାଇମବ୍ରାଞ୍ଚ ହାତ ଖାଲି, ସିବିଆଇ ତଦନ୍ତ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକ୍‌ ଆଜିକୁ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣ ଧର୍ଷଣ ପରେ ହତ୍ୟା କରାଗଲା । ଘଟଣାଟି ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିବାରୁ ରାଜ୍ୟ ସରକାର
Read More...

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଚେତନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ମେଡିକାଲ ପ୍ରକୋଷ୍ଠର ସଂଯୋଜକ ଅଭିଜିତ ପ୍ରତିହାରଙ୍କ ସଂଯୋଜନାରେ
Read More...

ଜାବର ପୂର୍ବତନ ସଭାପତି ସ୍ୱର୍ଗତ ଡମ୍ବରୁଧର ରଣାଙ୍କୁ ଜାବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ (ଜାବ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଡମ୍ବରୁଧର ରଣାଙ୍କୁ ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଅଫିସ୍ କାର୍ଯ୍ୟାଳୟରେ ଜାବ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ରବି
Read More...

ଅସ୍ଥି କର୍କଟ ରୋଗରେ ପୀଡ଼ିତ ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଶିକ୍ଷକ ଦିବସଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକତା ସହ ଅସହାୟ ଲୋକଙ୍କ ପାଇଁ ହେଲ୍ପଲାଇନ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ସାଜିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମର
Read More...

ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

“ପ୍ରକୃତି ନିମନ୍ତେ ବିଜ୍ଞାନର ଉପଯୋଗ ଏବଂ ଆଧ୍ୟାତ୍ମିକତା ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ ଗତିଶୀଳ ଭାରତର ଆତ୍ମା ଅଟେ”“ଆଜି ଦୁନିଆ ଆମର ଷ୍ଟାର୍ଟଅପ୍ ଗୁଡିକୁ ନିଜର ଭବିଷ୍ୟତ ଭାବେ ଦେଖୁଛି । ଆମର ଉଦ୍ୟୋଗ ଏବଂ ଆମର ‘ମେକ୍ ଇନ୍ ଇଣ୍ଡିଆ’ ବିଶ୍ୱ ସ୍ତରରେ ବିକାଶ ନିମନ୍ତେ ଆଶାର କିରଣ ହେବାରେ
Read More...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚକୁ ବିରୋଧ ପ୍ରସଙ୍ଗକୁ ତୀବ୍ର ସମାଲୋଚନା କଲେ କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ସଂଘ ଏକ ବୈଠକରେ ଗତ ୧୮/୫/୨୦୨୨ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ସହ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଜନ
Read More...