ଟାଟା ପାୱାର କମ୍ପାନୀ ସହ ବିଦ୍ୟୁତ ଉପଭୋକ୍ତା ସଂଘର ଆଲୋଚନା
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଆହୁତ ବୈଠକରେ ବରଗଡ ଜିଲ୍ଲାରେ ଟାଟା ପାୱାର ଦ୍ୱାରା ଯୋଗାଉଥିବା ବିଦ୍ୟୁତସେବା ପ୍ରତି ଜନ ଅସନ୍ତୋଷ ସମ୍ବନ୍ଧରେ ସମସ୍ତ ପକ୍ଷଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା । ଏହି ବୈଠକରେ!-->…
Read More...
Read More...