Monthly Archives

April 2022

ଷୋହଳ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀଗ୍ରାମର ଦ୍ୱାରିକାନଗରଠାରେ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁଭ ମୁହୁର୍ତ୍ତ ଅନୁସାରେ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ୧୧ମିନିଟ ସମୟରେ ନଗରର ଶତାଧିକ ମହିଳା ଘଣ୍ଟ, ଶଂଖ ତଥା କୀର୍ତନ ଦଳ ସହ କଳସ ଯାତ୍ରାରେ
Read More...

ଗଞ୍ଜାମ ସହରାଞ୍ଚଳରେ ବିଜେଡିର ବିଜୟ ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରାଞ୍ଚଳରେ ବିଜୁ ଜନତା ଦଳର ବିଜୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ ନିଜ ସମର୍ଥକଙ୍କ ସହ ଉପ ନଗରପାଳ ସୁରେନ୍ଦ୍ର କୁମାର ବାରିକ ଏବଂ ୧୦ ଜଣ କାଉନସିଲରଙ୍କୁ ନେଇ ଅପରାହ୍ନରେ ସହରସ୍ଥିତ
Read More...

ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାକୁ ତୀବ୍ର ନିନ୍ଦା କଲା ବଲାଙ୍ଗିର ଜିଲ୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ହୋଇଥିବା ପୋଲିସ ଜୁଲୁମ୍‌ ସହ ହସ୍‌ପିଟାଲରେ ତାଙ୍କ ଗୋଡରେ ବେଡ଼ି ପକାଇ ରଖାଯିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଆଜି ସଂଘର
Read More...

୨୧ ନମ୍ବର ୱାର୍ଡ ବୁଲି ସମସ୍ୟାର ସମାଧାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୧ ନମ୍ବର ୱାର୍ଡ ବୁଲି ସମସ୍ୟାର ସମାଧାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ୨୧ ନମ୍ବର ୱାର୍ଡକୁ ପହଂଚି ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସାହୁ ସେଠାରେ ଡ୍ରେନେଜ୍‌
Read More...

୫ ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଗୁରୁବାର ଜିଲ୍ଲା ମହକୁମା ଛତ୍ରପୁରରେ ଦିନିକିଆ ଗଣଧାରଣା ଓ ବିଶାଳ ରାଲି କରିଛନ୍ତି । ସରକାରଙ୍କ ମାରଣ ନୀତି ନେଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି
Read More...

ପ୍ରଥମେ ପ୍ରେମ, ତାପରେ ଧୋକାଦେଲା ପ୍ରେମିକ

ଗଂଦିଆ, (ତାପସ ଦାସ) : ପ୍ରଥମେ ପ୍ରେମ, ତାପରେ ଧୋକାଦେଲା ପ୍ରେମିକ । ଏଭଳି ଏକ ଘଟଣା ଅଜି ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ଚାରି ବର୍ଷ ପ୍ରେମରେ ପଡିଛି ଏଭଳି ମୋହର । ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ପୁଅ ଘର ଆଗରେ ନ୍ୟାୟ ପାଇଁ ବସି ଫେଲ୍‌ ମାରିବା ପରେ ପ୍ରେମିକା ଏବେ ଥାନାର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୬ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୮ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଅତ୍ୟାଚାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ପୋଲିସର ମାତ୍ରାଧିକ ଅତ୍ୟାଚାର ବଢି ବଢି ଚାଲିଛି । ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଜଘନ୍ୟ ଅତ୍ୟାଚାରର ପ୍ରତିବାଦରେ କନ୍ଧମାଳ ଉତ୍କଳ
Read More...

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ନାଗରିକ ମଞ୍ଚ ଅଭ୍ୟର୍ଥନା କମିଟି ତରଫରୁ ଆସନ୍ତା ଏପ୍ରିଲ ୧୩ ତାରିଖ (ବୁଧବାର)ଦିନ ସଂଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବା ପାଇଁ
Read More...

ଉତ୍ତର ଓଡିଶା ରେଳ ବିକାଶ ସମନ୍ୱୟ ସମିତିର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି, ରାଉରକେଲାର ଏକ ସାଧାରଣ ବୈଠକ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅମୂଲ୍ୟ ଚରଣ ବରାଳ, ସଂଗ୍ରାମ କେଶରୀ ମହାନ୍ତି, ଅକ୍ଷୟ
Read More...